Odia News Portal
Browsing Tag

odisha

ହାଜତ ମୃତ୍ୟୁର ସତ୍ୟପାଠ ଦାଖଲ

କଟକ: ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ

ନିର୍ଭୟା’ ଯୋଜନାରେ ଭଦ୍ରକ ପୋଲିସକୁ ମିଳିଲା ୧୪ ସ୍କୁଟି

ଭଦ୍ରକ: ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ | ଯଦି କୌଣସି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି, ତେବେ କିପରି ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କ ନିକଟରେ ତୁରନ୍ତ ପହଞ୍ଚି ପାରିବେ ସେ ନେଇ ପଦକ୍ଷେପ ନେଇଛନ୍ତି ସରକାର | ତେଣୁ ତୁରନ୍ତ

ଲାଞ୍ଚ ମାଗି ଫସିଲେ ଜିଲ୍ଳା ଶ୍ରମ ଅଧିକାରୀ

ନୂଆପଡ଼ା: ଲାଞ୍ଚ ନେଲା ବେଳେ ଧରା ପଡିଲେ ଜିଲ୍ଳା ଶ୍ରମ ଅଧିକାରୀ। ଲେବର କାର୍ଡ କରାଇ ଦେବା ନେଇ ନିଜ ଖରିଆରରୋଡ ସ୍ଥିତ ଅଫିସରେ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ନୂଆପଡା ଭିଜିଲାନ୍ସ ବିଭାଗ ଧରିଛି । ନୂଆପଡା ଜିଲ୍ଲା ବୋଡେନ

ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ପରେ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରାଜଧାନୀରେ ଥିବା

ସାଇବର ଠକେଇରେ ଲାଗିବ ରୋକ୍

ଭୁବନେଶ୍ୱର : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ରାଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ 700-000-6709ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି

ଫେଲ୍ ହେବେ ନାହିଁ କେଜିରୁ ଅଷ୍ଟମ ଶ୍ରେଣୀ

ଭୁବନେଶ୍ୱର : କନଫିଡେରେସନ ଅଫ୍ ଓଡିଶା ପବ୍ଳିକ ସ୍କୁଲ ପକ୍ଷରୁ ଘରୋଇ ସ୍କୁଲ ଖୋଲିବା ନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କିନ୍ତୁ ଅନ୍ୟ କ୍ଳାସ ନଖୋଲିବାକୁ ବିରୋଧ କରିଛନ୍ତି । ରାଜ୍ୟରେ ଅନ୍ୟାନ୍ୟ