ପୁଣି ଜାତୀୟ ସ୍ତରରେ ଓଡିଶାକୁ ପୁରସ୍କାର
ଭୁବନେଶ୍ବର() ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଏହି ୩ଟି ପଂଚାୟତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଂଇଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା…
