Odia News Portal
Browsing Tag

odisha

ଲକ୍ଷ୍ମୀ ମାର୍କେଟ ନିଆଁ ଅଣାୟତ୍ତ:ତଦାରଖ କଲେ ପୁରୀ ଏସପି

ଅଗ୍ନିକାଣ୍ଡ ସ୍ଥଳରେ ପହଂଚି ସ୍ଥିତି ତଦାରଖ କଲେ ପୁରୀ ଏସପି । ୨ ରୁ ୩ ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରିବାକୁ ଆଶା ରଖିଛୁ କହିଲେ ପୁରୀ ଏସପି । ଭୟଭୀତ ନ ହେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସପି । ବିଶେଷଜ୍ଞଙ୍କ ସୟାୟତା ଲୋଡିଲେ ନିଆଁ ଲିଭାଉଥିବା କର୍ମଚାରୀ । ଅଗ୍ନିଶମ

ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ଅନ୍‌ଲାଇନରେ ଲିକ୍‌

ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ବୁଧବାର ପରଦାରେ ମୁକ୍ତିଲାଭ କରିଛି। ଗୀତ ଏବଂ ଟ୍ରେଲର ଦେଖି ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ରିଲିଜ୍‌ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା।

ସହାୟତା ର ହାତ ଵଢାଇଲା ଭାରତ।

ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାରତ ସମେତ କାଜାଖସ୍ତାନ, ର୍କିଗିଜ ରିପବ୍ଲିକ,

ସନ୍ଦିଗ୍ଧ ପାରା ଜବତ

ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ବୁଧବାର ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତାକୁ ନେଇ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର ବିଷୟ

ଦୁନିଆର ଦୀର୍ଘାୟୁ ମହିଳାଙ୍କ ଦେହାନ୍ତ

ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା। ସେ ୧୮୯୪ରେ ଜନ୍ମଗ୍ରହଣ କରିଥିଲେ। ସେ ମେ ୨୦୨୩ରେ ୧୨୯ ବର୍ଷରେ ପଦାର୍ପଣ କରିଥାନ୍ତେ।ଡେଲି ମେଲ ରିପୋର୍ଟ ଅନୁଯାୟୀ, ଜୋହାନା ମାଜିବୁକୋ ୩ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ପଦ୍ମଶ୍ରୀ ଡା ପ୍ରଫୁଲ୍ଲ ଜେନା ଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଡା ପ୍ରଫୁଲ୍ଲ କୁମାର ଜେନାଙ୍କ ର ଶେଷକୃତ୍ୟ ଆଜି ଅପରାହ୍ନ ରେ ରାଷ୍ଟ୍ରୀୟ ସମ୍ମାନ ର ସହ ସ୍ୱର୍ଗଦ୍ଵାର ଠାରେ କରାଯାଇଛି।ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସ୍ୱର୍ଗଦ୍ଵାର ରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି

ହୋଲିରେ ରାଜଧାନୀ ଉପରେ ପୁଲିସର ରହିବ କଡ଼ା ନଜର

ରାଜଧାନୀରେ ହୋଳି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି  ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ

ବୈଜ୍ଞାନିକ ପ୍ରଫୁଲ୍ଲ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନାଙ୍କ ଦେହାନ୍ତ ହୋଇଯାଇଛି । ବୈଜ୍ଞାନିକ ଜେନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସ୍ୱର୍ଗତ

ଆସନ୍ତା ୧୦ରେ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାସ ୧୦ ତାରିଖରେ ରାଉରକେଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏଫଆଇଏଚ ହକି ପ୍ରୋ ଲିଗ୍ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଵେ। ଏଥି ସହିତ ୧୨୪ କୋଟି ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମର

ଖୋର୍ଦ୍ଧା ବାଣ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟଣା

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୫କୁ ବ୍ୟଦ୍ଧି ପାଇଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୋଳଗୋବିନ୍ଦ ବେହେରା । ତାଙ୍କ ଶରୀରର ୭୦ ପ୍ରତିଶତରୁ ଅଧିକ ଅଂଶ