Odia News Portal
Browsing Tag

odisha

ସପ୍ତାହର ଏହିଦିନ ଭୁଲରେ ବି ତୁଳସୀ ଗଛକୁ ଛୁଅନ୍ତୁ ନାହିଁ

ତୁଳସୀ ଗଛ। ପ୍ରତ୍ୟେକ ଙ୍କ ଘରେ ଏହି ଗଛକୁ ଆପଣ ପାଇବେ। ସମସ୍ତେ ଏହି ଗଛକୁ ପୂଜା କରନ୍ତି। ଏ ହେଉଛନ୍ତି ମାଆ ବୃନ୍ଦାବତି। କିନ୍ତୁ ଅନେକ ନିୟମ ରହିଛି ଏହି ଗଛକୁ ପୂଜା କରିବା ପାଇଁ.. ଆପଣ ମନଇଚ୍ଛା ଏହାକୁ ପୂଜା କଲେ ଆଉ ଗଛ ସ୍ପର୍ଶ କରି ପତ୍ର ଛିଣ୍ଡାଇଲେ ଭାଗ୍ୟରେ ଦୁର୍ଦ୍ଦଶା ଆସିଯିବ।…

ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା

ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉପସ୍ଥିତି ଜାଣିବା ପାଇଁ ଏହାକୁ ଲଗାଯିବ । ଏହି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ। ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ ପ୍ରକଳ୍ପ ଆଧାରରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ…

ଅସୁସ୍ଥ ସୋନିଆ ଗାନ୍ଧି

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜ୍ୱରରୋ ଆକ୍ରାନ୍ତ ହୋଇଥିବାରୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବିଜୟ ମାଲ୍ୟାଙ୍କୁ ସୁପ୍ରିମ୍ ଝଟକା, ଜବତ କରାଯିବ ସମ୍ପତ୍ତି

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାକୁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କୁ କୌଣସି ଆଶ୍ବସ୍ତି ଦେଇ ନାହାଁନ୍ତି । ମୁମ୍ବାଇ…

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତିଙ୍କୁ ବିରୋଧ : ଅସ୍ତରଙ୍ଗ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ବେଳେ…

ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିଜ ବ୍ଲକରେ ବିରୋଧ । କାର୍ଯ୍ୟାଳୟ ବାହାରେ ତାଲା ପଡ଼ିଥିବା ଦେଖି ଭିତରୁ ତାଲା ମାରି ରହିଲେ ମନ୍ତ୍ରୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳକୟକୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ବେଳେ ବିରୋଧ ପ୍ରଦର୍ଶନ କରି…

ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏକ ବାସ୍ତବତା : ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ…

ଦ୍ୱିତୀୟ ବିବାହ କରିବେ ରିତିକ୍ ରୋସନ୍

ବଲିଉଡର ଗ୍ରୀକ୍ ଗଡ୍ କୁହାଯାଉଥିବା ରିତିକ୍ ରୋସନଙ୍କ ବିବାହକୁ ନେଇ ଚର୍ଚ୍ଚା । ବାନ୍ଧବୀ ସବା ଆଜାଦଙ୍କୁ ରିତିଙ୍କ ସହ ଅନେକ ସମୟରେ ପରିବାର ସହ ଓ ପବ୍ଲିକରେ ଏକାଠି ଦେଖିବାକୁ ମିଳେ । ଆଉ କିଛି ଦିନ ପରେ ଏହି ଦୁଇଜଣ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରଚାର ହେଉଛି । ସୋସିଆଲ…

ବସ୍-ବାଇକ୍ ମୁହାଁମୁହିଁ, ଜଣେ ମୃତ 

ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ – ପଦ୍ମପୁର ରାସ୍ତାରେ ଥିବା ଗୌଡ଼ପାଲି ଜୁରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶତାବ୍ଦୀ ନାମକ ଏକ ଘରୋଇ ବସ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।…

ଚିନ୍ମୟୀଙ୍କ ହତ୍ୟା ରହସ୍ୟର କେବେ ଖୋଲିବ ଗୁମର 

ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ କିଛି ଜଣାପଡିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଦାବି କରୁଛନ୍ତି । ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର । ସେ ଶବକୁ ଦେଖିବା ପରେ ଝିଅଙ୍କୁ ହତ୍ୟା କରାଯାଇଥିବା…

୨୫ ସିନେମା ହଲରେ ମୁକ୍ତିଲାଭ କଲା ‘ବାଜିବ ଲୋ ସାହାନାଇ’

‘ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆ ସିନେମା ‘ବାଜିବ ଲୋ ସାହାନାଇ’ ଆଜି ମୁକ୍ତିଲାଭ କରିଛି। ଭୁବନେଶ୍ବରସ୍ଥିତ ସିନେପଲିସ୍‌ ସମେତ ରାଜ୍ୟର ୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି। ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବା ବେଳେ ସ୍ବର୍ଗତ ରାଇମୋହନ…