ଆଜି ସରୁଛି ଚାନ୍ଦିପୁର ଆଇଟିଆର୍ ହନିଟ୍ରାପ୍ ମାମଲାର ଅଭିଯୁକ୍ତ ବାବୁରାମଙ୍କ ରିମାଣ୍ଡ: ସତ ଓଗାଳୁଛନ୍ତି ଅଭିଯୁକ୍ତ
ଆଜି ସରୁଛି ଚାନ୍ଦିପୁର ଆଇଟିଆର୍ ହନିଟ୍ରାପ୍ ମାମଲାର ଅଭିଯୁକ୍ତ ବାବୁରାମ ଦେଙ୍କ ରିମାଣ୍ଡ। ବାବୁରାମଙ୍କ ରିମାଣ୍ଡର ଆଜି ହେଉଛି ଶେଷ ଦିନ। ଏହି ରିମାଣ୍ଡ ସମୟରେ ଅଭିଯୁକ୍ତ ବାବୁରାମ ଦେ ପୁଲିସ ଆଗରେ ସତ ଓଗାଳିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଚାନ୍ଦିପୁର ଥାନା!-->!-->!-->…