ବିଧାନସଭାରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନେଇ ବିଜେଡି ସଦସ୍ୟଙ୍କ ପ୍ରତିବାଦ
ଆଜି ବି ଚାଲିପାରିଲାନି ବିଧାନସଭା । ଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡିର ପ୍ରତିବାଦ । ଶୂନ୍ୟକାଳରେ ଗୃହରେ ବିଜେଡିର ନାରାବାଜି ପରେ ଅପରାହ୍ଣ ୪ ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି!-->…
