Odia News Portal
Browsing Tag

odisha

ଓଡ଼ିଶାରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ; ନବୀନଙ୍କୁ ପ୍ରତିଶ୍ରୁତି ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ଭବିଷ୍ୟତ ନିବେଶ ଯୋଜନା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ

ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ଭବିଷ୍ୟତ ନିବେଶ ଯୋଜନା

ପୋଷ୍ଟ ଅଫିସରେ ସିବିଆଇ ରେଡ୍‌

ରାଉରକେଲା ସେକ୍ଟର-୨୧ ମୁଖ୍ୟ ପୋଷ୍ଟ ଅଫିସରେ ସିବିଆଇ ଚଢାଉ । ଅତିରିକ୍ତ ପୋଷ୍‌ଟ ମାଷ୍‌ଟର ଲାଂଚ ମାଗୁଥିବା ଅଭିଯୋଗ ପରେ ରେଡ୍ । ଜଣେ ମହିଳାଙ୍କ ଫିକ୍ସ ଡପୋଜିଟ ଟଙ୍କା ଉଠାଇବାକୁ ଲାଞ୍ଚ ମାଗିଥିଲେ । ଲାଞ୍ଚ ମାଗିବା ଅଭିଯୋଗରେ ଅତିରିକ୍ତ ପୋଷ୍ଟ ମାଷ୍ଟର ସମେତ ୨ ଅଟକ ।

କାଲି ବିଧାନସଭା ଘେରିବ ବିଜେପି

ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା । ନବ ଦାସ ହତ୍ୟା ମାମଲାରେ ଜବାବ ମାଗିବାକୁ ଘେରିବ ବିଜେପି ।  ପ୍ରତ୍ୟେକ ଜିଲ୍‌ଲାରୁ ଯୁବକ ଏକାଠି ହୋଇ ଘେରାଉ କରିବେ ବୋଲି ଜଣାପଡିଛି । ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ।

ନବଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୁ ମିଳିଛି ଥରେ ପଦୋନ୍ନତି , ବିଧାନସଭାରେ ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ 

ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରି କାଳରେ ମିଳିଛି ଥରେ ପଦୋନ୍ନତି ଓ ଅନେକ ପୁରସ୍କାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସୁନ୍ଦରଗଡ ବିଧାୟକ କୁସୁସ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ କରିଥିଲେ

ଦେବ୍ରିଗଡରେ ଠାବ ହେଲା ମହାବଳ ବାଘ

ଦେବ୍ରିଗଡ, ବରଗଡ ଓ କେନ୍ଦୁଝରରେ ୩ଟି ମହାବଳ ବାଘ ଠାବ । ଦେବ୍ରିଗଡ ଅଭୟାରଣ୍ୟ ସମେତ ବରଗଡର ୨ଟି ଜଙ୍ଗଲରେ ବୁଲୁଛନ୍ତି । ୨ଟି ମହାବଳ ବାଘ ଛତିଶଗଡ ପଟୁ ଆସୁଥିବା ଅନୁମାନ । କେନ୍ଦୁଝର ଜିଲ୍‌ଲା ପାଟଣା ରେଞ୍ଜରେ ବୁଲୁଛି ମହାବଳ । ଜଙ୍ଗଲରେ ବୁଲୁଥିବା ୩ଟି ମହାବଳର ଫଟୋ କ୍ୟାମେରାରେ କଏଦ

ଓଡିଶାରେ ଠାବ ହେଲା ନୂତନ ପକ୍ଷୀ ଟ୍ରେଲ୍ଡ ଡ୍ରୋଙ୍ଗୋ

ବାଲେଶ୍ୱର ଜିଲ୍ଲା, ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ବହୁ ଦେଶୀ ଓ ବିଦେଶୀ ପକ୍ଷୀ ବସା ବାନ୍ଧିଥାଆନ୍ତି। ଚଳିତବର୍ଷ କୁଲଡିହାର ପକ୍ଷୀ ତାଲିକାରେ ଆଉ ଏକ ନୂଆ ପକ୍ଷୀ ଯୋଡ଼ି ହୋଇ ଯାଇଛି। କଜଳପାତି ଭଳି ଦେଖିବାକୁ ଏହି ପକ୍ଷୀର ନାମ ରକେଟ ଟ୍ରେଲ୍ଡ ଡ୍ରୋଙ୍ଗୋ। ଏହାର ଲାଞ୍ଜଟି ଦୁଇ ପାଖରେ

ଓଡିଶାରେ କେଉଁ ଜିଲ୍ଲାରେ ଅଛି ସୁନା ଖଣି,ବିଧାନସଭାରେ ମନ୍ତ୍ରୀ ଦେଲେ ସୂଚନା

ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି

ଜାଲ୍ ନୋଟ ଦେଇ ଯୁବକ ହଟହଟ୍ଟା

ଦୋକାନୀକୁ ଜାଲ ନୋଟ ଦେଇ ଯୁବକ ହଟହଟ୍ଟା । ଧରାପଡି ଥାନାକୁ ଗଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଚଞ୍ଚରେ । ସଂପୃକ୍ତ ଯୁବକ ଜଣଙ୍କ ହେଲେ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର। ପୁଲିସ ବ୍ରହ୍ମାଙ୍କ ନିକଟରୁ ମୋଟ ୬୦୦୦ ଟଙ୍କା ଜାଲ ନୋଟ୍ ଜବତ

ରାଜ୍ୟର ଆଉ ୫୦୦୦ ଡାକ୍ତର ନିଯୁକ୍ତି ଦେବେ ସରକାର

ଆଗାମୀ ଦିନରେ ୫୦୦୦ ଡାକ୍ତର ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ପ୍ରଶ୍ନକାଳରେ ରାଜ୍ୟର ମେଡିକାଲ ଗୁଡିକର ବେଡ ଅଭାବ ଓ ରୋଗୀ ସେବାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।