Odia News Portal
Browsing Tag

odisha

ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୨୦ବର୍ଷ ଜେଲ

କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଶନିବାର ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ।କେନ୍ଦୁଝର ସଦର ଥାନା ଅଞ୍ଚଳରେ ମାମୁ ଘରକୁ ବୁଲି ଆସିଥିବା ଶିଶୁକୁ ୨୦୧୭ମସିହାରେ ଘନଶ୍ୟାମ ପାତ୍ର ନାମକ ଯୁବକ ଟେକି ନେଇ ଦୁଷ୍କର୍ମ କରିଥିଲା ।

ଏଣିକି ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ପାଇବେ ସରକାରୀ ସ୍କୁଲ ପିଲା

ଏଣିକି ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ପାଇବେ ସରକାରୀ ସ୍କୁଲ ପିଲା । ପ୍ରଥମ ପର୍ୟ୍ୟାୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲାମାନଙ୍କୁ ଏହି ଡାଏରୀ ମିଳିବ । ଯେଉଁଥିରେ ଘରୋଇ ସ୍କୁଲ ଭଳି ପିଲାଙ୍କୁ ହୋମୱାର୍କ ଓ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ଯାହା ଫଳରେ ଅଭିଭାବକମାନେ

ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି

ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି

ଶିକ୍ଷକ ଅଭାବ ଦୂର କରିବ ଶିକ୍ଷା ବଜେଟ୍‌; ପ୍ରଥମ ପର୍ୟ୍ୟାୟରେ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ରାଜ୍ୟ ବଜେଟ୍‌ରେ ସମାଧାନ ହେବ ଶିକ୍ଷକ ଅଭାବ ସମସ୍ୟା । ହାଇସ୍କୁଲରେ ନିଯୁକ୍ତି କରାଯିବ ଶିକ୍ଷକ । ଖୁବ୍‌ଶୀଘ୍ର ପ୍ରାଥମିକ ସ୍କୁଲରେ ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ ।

ଦେଶରେ ଅସୁରକ୍ଷିତ ମହାବଳ ବାଘ, ୫୦ ଦିନରେ ୩୦ ମୃତ୍ୟୁ

୫୦ ଦିନରେ ୩୦ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଦେଶରେ ଏଭଳି ଘଟିଛି। ୨୦୨୩ ଜାନୁଆରି ପହିଲାରୁ ଫେବ୍ରୁଆରି ୧୯ ମଧ୍ୟରେ ଏତେ ସଂଖ୍ୟକ ମହାବଳଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟରୁ

ଟ୍ରାଇଥଲନ ପ୍ରତିଯୋଗୀଙ୍କ ମୃତ୍ୟୁ

ଟ୍ରାଇଥଲନ ପ୍ରତିଯୋଗିତାବେଳେ ପ୍ରତିଯୋଗୀଙ୍କ ମୃତ୍ୟୁ। ମୃତକ ରାଜସ୍ଥାନ ଯୋଦ୍ଧପୁରର ଏବଂ ସେ ରାମଚଣ୍ଡିରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ପ୍ରତିଯୋଗିତାରେ ଅସୁସ୍ଥ ହେବାରୁ ତାଙ୍କୁ ପୁରୀ ମେଡ଼ିକାଲକୁ ଅଣାଯାଇଥିଲା। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ

ପାକିସ୍ତାନକୁ ତଥ୍ୟ ଲିକ୍ ମାମଲା; ୪ଦିନିଆ ରିମାଣ୍ଡରେ ଗଲେ ବାବୁରାମ

ପାକିସ୍ତାନକୁ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ

ଦେଓମାଳିର ଶିଖର ହେବ ‘ୱେଡିଂ ଡେଷ୍ଟିନେସନ୍’

ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍‌’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ। ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି

ସମ୍ପୂର୍ଣ୍ଣ ନୂଆ ରୂପରେ ଓ ରଙ୍ଗରେ ସଜ୍ଜିତ ହେଉଛି ଗୌରବମୟ ଡାକୋଟା ବିମାନ

ଇତିହାସ ବର୍ଣ୍ଣିତ ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶକୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ରଖାଯାଇଛି। ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି। ଆସନ୍ତା ସୋମବାର ଭିତରେ ଫ୍ୟୁଜ ଲେସ

ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ସରକାରୀ ସ୍କୁଲ ପିଲାଙ୍କୁ ବି ମିଳିବ ନୋଟବୁକ

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୋଟବୁକରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ