ଆସିଲା କ୍ରିକେଟର ରାଜଶ୍ରୀଙ୍କ ସୁଇସାଇଡ଼ ନୋଟର ଫିଙ୍ଗର ପ୍ରିଣ୍ଟ ରିପୋର୍ଟ
ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ବାଇଁଙ୍କ ସ୍କୁଟି ଡିକିରୁ ଗୁରୁଡ଼ିଝାଟିଆ ଥାନା ପୁଲିସ ଜବତ କରିଥିବା ସୁଇସାଇଡ୍ ନୋଟରେ ରହିଛି ତାଙ୍କ ନିଜର ହସ୍ତାକ୍ଷର। ରାଜଶ୍ରୀ ନିଜେ ସେହି ସୁଇସାଇଡ୍ ନୋଟ୍ ଲେଖିଛନ୍ତି। ସେ ତାଙ୍କ ମୃତ୍ୟୁ ପାଇଁ କୋଚ୍ ଓ ମାଣ୍ଡେଲା ସାରଙ୍କୁ ଦାୟୀ କରିଥିବା ଉଲ୍ଲେଖ!-->…
