ରଣକ୍ଷେତ୍ର ପାଲଟିଛି ବାମରା ଷ୍ଟେସନ
ବାମରା ଷ୍ଟେସନରେ ପୋଲି ଜନତା ମୁହାଁମୁହିଁ । ଆନ୍ଦୋଳନ ସ୍ଥଳରୁ ତୁରନ୍ତ ନହଟିବାରୁ ମୁହାଁମୁହିଁ ହୋଇଛନ୍ତି । ଆନ୍ଦେଳନକାରରଙ୍କ ଉପରେ ଆରପିଏଫ୍ର ଲାଠିଚାଳନା । ପୋଲିସ ଉପରକୁ ଆନ୍ଦୋଳନକାରୀଙ୍କ ଠେଲା ପଥର ମାଡ । ପଥର ଗାଡିର ପୋଲି ଗାଡି ଭାଙ୍ଗିଥିବା ସୂଚନା ମିଳିଛି ।ଡିଆରଏମ୍ ପ୍ରତିଶୃତି!-->…
