Odia News Portal
Browsing Tag

odisha

ଚାଷୀଭାଇମାନେ ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି । ସୁବିଧା ଅସୁବିଧାରେ ସେମାନଙ୍କ ସହିତ

ଦୁଇ ଦିନ ପରେ ସ୍ୱାଭାବିକ ଚାଲିଲା ବିଧାନସଭା

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ। ଚାଲିଛି ପ୍ରଶ୍ନକାଳ। ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା ଜାରି ରହିଛି। ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋରେ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ କରିବେ । ନୂଆ ରୂପରେ ସଜେଇ ହୋଇଛି ଉତ୍କଳମଣିଙ୍କ ପବିତ୍ର ଷଠିଘର ସମେତ ଐତିହ୍ୟ ଗ୍ରାମ ସୁଆଣ୍ଡୋ। ସେଠାରେ ଉତ୍କଳମଣି ଗୋପବନ୍ଧୁଙ୍କ ସର୍ବବୃହତ ପୂର୍ଣ୍ଣାବୟବ ବ୍ରୋଞ୍ଜ

ଆଜି ସୁଆଣ୍ଡୋ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆରୂପ ପାଇଛି ଉତ୍କଳମଣୀଙ୍କ ଜନ୍ମମାଟି। ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ। ଆଜି ସୁଆଣ୍ଡୋ ଯାଇ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ବିମାନବନ୍ଦରରୁ ଦିନ ୧୦ଟା ୪୫ମିନିଟରେ ବାହାରି

ରାଉରକେଲା- ସମ୍ବଲପୁର ରୁଟ୍‌ରେ ରେଳ ଚଳାଚଳ ବ୍ୟାହତ

ବାମରା ଷ୍ଟେସନ ଠାରେ ରେଳରୋକ ଯୋଗୁଁ ଯାତ୍ରୀ ହଇରାଣ। ରାଉରକେଲା- ସମ୍ବଲପୁର ରୁଟରେ ରେଳ ଚଳାଚଳ ବ୍ୟାହତ ହୋଇଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଷ୍ଟେସନରେ ରେଳ ଅଟକି ରହିଥିବାରୁ ଯାତ୍ରୀ ମଧ୍ୟ ଫସି ରହିଛନ୍ତି। ରାଉରକେଲା ଷ୍ଟେସନରୁ ବିଭିନ୍ନ ସ୍ଥାନକୁ

ପନିକିରେ ହାଣି ମହିଳାଙ୍କୁ ହତ୍ୟା

ପନିକିରେ ହାଣି ମହିଳାଙ୍କୁ ହତ୍ୟା। ମୃତକଙ୍କ ନାମ ରେଣୁକା ଜେନା ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ହେମନ୍ତପୁର ଗାଁ ଏହି ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ହେମନ୍ତପୁର ଗାଁ ରନଥା ଜେନାଙ୍କ ସ୍ତ୍ରୀ

ଜେଲରେ ଗୋପାଳକୁ ଭେଟିବାକୁ ଆସିଲେ ପରିବାରଲୋକ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଚୌଦ୍ବାର ଜେଲ୍‌ରେ ୮ ଦିନ ହେଲା ରହିଲାଣି। ଗିରଫ ହେବା ପରେ ଗୋପାଳକୁ ଆଜି ଅର୍ଥାତ ଫେବୃଆରି ୨୨ ତାରିଖ ବୁଧବାର ଦିନ ତ‌ାର ପରିବାରଲୋକ ପ୍ରଥମଥର ପାଇଁ ଭେଟିବାକୁ ଆସିଥିଲେ। ନବ ଦାସଙ୍କ ହତ୍ୟାକାରୀ ଗୋପାଳକୁ

ଗୁରୁବାର ସକାଳ ସାଢ଼େ ୧୦ ପର୍ଯ୍ୟନ୍ତ ଗୃହ ମୁଲତବି

ବିଧାନସଭା ଅଧିବେଶନ ଜାରି ରହିଥିବାବେଳେ ଅପରାହ୍ନରେ ବି ଗୃହରେ ହଟଗୋଳ ସୃଷ୍ଟି ହୋଇଛି। ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଆସି ନାରାବାଜି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି

ଡିଜିପିଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

ଡିଜିପି ସୁନୀଲ ବଂଶଲଙ୍କୁ ଆଜି ସାକ୍ଷାତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଡିଜିପି କ୍ୟାମ୍ପ ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ଜଣାପଡ଼ି । ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ନବକିଶୋର

ପେଟ୍ରୋଲ ପମ୍ପ ଗୁଳିକାଣ୍ଡ ଘଟଣା, ମାଷ୍ଟରମାଇଣ୍ଡ ମାନେଜ ଗିରଫ

ଝାରପଡ଼ା ପେଟ୍ରୋଲ ପମ୍ପ ଗୁଲିକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ମେନାଜ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ମନୋଜଙ୍କ ଘର ସମ୍ବଲପୁର ଜିଲାର ବୁର୍ଲା ଥାନା ଗାନ୍ଧୀନଗର ଅଞ୍ଚଳରେ । ସେ ଖାରେବଳନଗର ଥାନା ଅନ୍ତଗର୍ତ ରିକ୍ସା କଲୋନୀର ରହୁଥିଲେ । ତାଙ୍କ ନିକଟରୁ ଏକ