ମୋ ବସ୍ରୁ ଚୋରି ଅଭିଯୋଗରେ ମହିଳା ଗିରଫ
ଚୋରି ଅଭିଯୋଗରେ ଲିଙ୍ଗରାଜ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ସେ ହେଲେ କଟକ ଜିଲାର କିରଣ ସିନ୍ଧେ । ତାଙ୍କ ଠାରୁ ପୁଲିସ ଚୋରି ହୋଇଥିବା ୨୦୦୦ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରିଣୀ ଜଣକ ଶିଶୁପାଳଗଡ଼ରେ ଥିବା ଏସବିଆଇ!-->…
