ବିଧାନସଭା ବଜେଟ ଅଧିବେଶନ: ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଦର୍ଶକ ଗ୍ୟାଲେରୀ
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଏଥର ଅଧିବେଶନରେ ବିଧାନସଭାର ସାଧାରଣ ଲୋକଙ୍କ ପାଇଁ ଦର୍ଶକ ଗ୍ୟାଲେରୀ ଖୋଲା ରହିବ । ସାମ୍ବାଦିକମାନେ ପ୍ରେସ!-->…