Odia News Portal
Browsing Tag

odisha

ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ

ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ । ପୋଲିସ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ କନ୍ଧମାଳର ବୋଲି ଜଣାଯାଇଛି । ବାଇକରେ ହାତୀ ଦାନ୍ତ ନେଇ ଯାଉଥିବା ବେଲେ ମୈତ୍ରୀ ବିହାର ପୋଲିସ ଅଭିଯୁକ୍ତଙ୍କୁ ମାଡି ବସିଛି । ସେମାନଙ୍କ ଠାରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି ।

ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

 ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସମାନତା ଯେପରି ନ ରହିବ, ସେଥିପାଇଁ ସମାଜକୁ ଅଧିକ ସମାବେଶୀ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସମାଜର ସବୁ ବର୍ଗକୁ କ୍ଷମତା ସଂପନ୍ନ କରିବା ସହ

ଜଳୁଛି ହେକ୍ଟର ହେକ୍ଟର ଶାଳ ଜଙ୍ଗଲ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଅଞ୍ଚଳରେ ରହିଥିବା ହେକ୍ଟର ହେକ୍ଟର ଶାଳ ଜଙ୍ଗଲ ଏବେ ଜଳୁଛି। ଜଙ୍ଗଲ ସୁରକ୍ଷା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଜଙ୍ଗଲ ନିଆଁକୁ ନିର୍ବାପିତ କରିବା ପାଇଁ କାହାର ଦାୟିତ୍ବ କିମ୍ବା ଦୃଷ୍ଟି ଥିଲା ପରି ଲାଗୁନାହିଁ। ଯାହାଫଳରେ ଜଙ୍ଗଲ

ଆଜି ବସୁଛି ସର୍ବଦଳୀୟ ବୈଠକ, ୨୧ରୁ ବଜେଟ୍‌ ଅଧିବେଶନ

ଆଜି ବସୁଛି ସର୍ବଦଳୀୟ ବୈଠକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭା ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବୈଠକରେ ଆଲୋଚନା କରାଯିବ। ଫେବ୍ରୁଆରି ୨୧ରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ

ସ୍ତ୍ରୀକୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଅଭିଯୁକ୍ତ ହେଲା ରଥିଆ ସେଠୀ। ସୂଚନା ଅନୁସାରେ ପାରିବାରିକ କହଳ ଓ ‌ଯୌତୁକକୁ ନେଇ ରଥିଆ ସେଠୀ ଓ

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦୁଇ ଗିରଫ

ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଦେବଗିରି ଜାଗର ଯାତ୍ରା ଉପଲକ୍ଷେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଯୁବକଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିବା ସୂଚନା ମିଳିଛି। ଗିରଫ ଦୁଇ ଯୁବକ ହେଲେ ତଲରମ୍ଭା ଗାଁର ମାଣ୍ଡିକା ଡାମ୍ବୁ ଓ ଶିକରପାଇ ନିକଟସ୍ଥ ଧାମଳିମା ଗାଁର ଦିଲୀପ

ଖାଇବା ପରେ କିମ୍ବା ଆଗରୁ ଚାଲିବା ଭଲ କି?

ଆପଣ ସବୁବେଳେ ଶୁଣିଥିବେ ଯେ ଚାଲିବା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ହୃଦୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ପ୍ରାୟତଃ ଲୋକମାନେ ଖାଦ୍ୟ ଖାଇବା ପରେ ଚାଲନ୍ତି, ବିଶେଷ କରି ରାତ୍ରୀ ଭୋଜନ ପରେ | ବର୍ତ୍ତମାନ ଯଦି ମୁଁ ଆପଣଙ୍କୁ କହିବି ଯେ ଏହା କରି ଆପଣ ଏକ ବଡ ଭୁଲ୍ କରୁଛନ୍ତି! ତୁମେ ଦ୍ୱନ୍ଦ୍ୱରେ

ଅଧାଖଣ୍ଡିଆ ହୋଇ ପଡ଼ିଛି କଂକ୍ରିଟ ରାସ୍ତା,ଶ୍ରମିକ ଙ୍କୁ ମିଳିନି ପାରିଶ୍ରମିକ

ଜିଲ୍ଲାପରିଷଦ ପାଣ୍ଠି ରେ ଜିଲ୍ଲାପରିଷଦ ସଭ୍ୟ ଠିକାଦାର ତଥାପି ୧ବର୍ଷ ରୁ ଉର୍ଦ୍ଧ ଦିନ ହେବ ଅଧଖଣ୍ଡିଆ ହୋଇ ପଡ଼ିଛି ନିର୍ମାଣାଧୀନ କଂକ୍ରିଟ ରାସ୍ତା। ଯାହା ଫଳରେ ଲୋକେ ନାଇ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖାଯାଉଥିବା ବେଳେ ଅତି ନିମ୍ନ ମାନର କାର୍ଯ୍ୟ ହେଇଥିବା ଅଭିଯୋଗ ହୋଇଛି

ଏମିତି ଜୀବନ ଜିଇଁବା ଅପେକ୍ଷା ମରିଯିବା ଭଲ: ପିଣ୍ଟୁ ନନ୍ଦ

ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ । ପିଣ୍ଚଟୁଙ୍କ ଅପରେସନ ପାଇଁ ଅର୍ଥର ଆବଶ୍ଯକତା ଥିବାରୁ ପ୍ରାୟ ସାଥୀ କଳାକାର ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଛନ୍ତି । କିନ୍ତୁ ଭିକ୍ଷା କିମ୍ୱା ଅନ୍ଯ ଉପାୟରେ ସହାୟତା ମାଗିବା

ପାଇକମାଳରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ପାଇକମାଳରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ପାଇକମାଳରେ ସିଏଚସି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଥରେ ପାଇକମାଳ ଆସି ମୁଁ ବହୁତ ଖୁସି । ମିଶନ ଶକ୍ତି ମା ମାନେ ବହୁତ ଭଲ କାମ କରୁଛନ୍ତି । ସେଥିପାଇଁ ମା ମାନଙ୍କୁ ୧ କୋଟି ୨୩ ଲକ୍ଷର ସହାୟତା ରାଶି ପ୍ରଦାନ