Odia News Portal
Browsing Tag

odisha

ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ନିଯୁକ୍ତି ପାଇଁ ବଦଳିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ

ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବଦଳିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ। ଏଣିକି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ନ ହେଲେ କରିପାରିବନି ଏହି ଚାକିରୀ । ବୟସସୀମା ବି ଧାର୍ଯ୍ୟ କରିଛନ୍ତି ସରକାର । ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି ନିୟମାବଳୀ ଅନୁଯାୟୀ ଏହି

ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା

ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବି । ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ସୋକାଲିକା ଦାଶ ଭେଟିଛନ୍ତି । ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହେଲେ । ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିଧାନସଭାରେ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୨ ଆହତ

ଝିଅକୁ ଶାଶୁଘରେ ଛାଡି ଅଟୋରେ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ । ମୃତକ ହେଲ କୁଲାସିଂହା ଗ୍ରାମର ପିତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନ । ତେବେ ଅଟୋକୁ ଧକ୍କା ଦେବା ପରେ ବୋଲେରୋ ଚାଳକ ଘଟଣାସ୍ଥଳରୁ

ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଭାବରେ ଘୋଷଣା ହେବ: ମୁଖ୍ୟମନ୍ତ୍ରୀ

ପଦମପୁର ପହଞ୍ଚିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଭାବରେ ଘୋଷଣା ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଓଡିଆ ପ୍ରଥା ପରମ୍ପରାକୁ ନେଇ ନିର୍ମାଣ ଚାଲିଛି ଚଳଚ୍ଚିତ୍ର ‘ପ୍ରଥା’

ନିକଟରେ ବହୁ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦୁଇଟି ଆଖିଦୃଶିଆ ଉଦାହରଣ। ସେମିତି ଏକ ମୌଳିକ ଓଡ଼ିଆ କାହାଣୀକୁ ନେଇ ନିର୍ମାଣ ହେଉଛି ସାନଲିଶା ସିଗ୍ନେଚର ପ୍ରଡକ୍ସନ୍ ହାଉସ୍‌ର ନୂଆ ଚଳଚ୍ଚିତ୍ର ‘ପ୍ରଥା’। ଚଳିତ ସପ୍ତାହରେ ଭୁବନେଶ୍ବରର ଏକ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ୱାଲ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ବାଲ । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଅନେକ ବିଷୟକୁ ନେଇ ଆଲାଚନା ହୋଇଥିଲା । ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ବୁଲି ଦେଖିବାକୁ ଅନୁରାଧାଙ୍କୁ

ଫେରିଲେ ପର୍ବତାରୋହୀ ମଧୁସ୍ମିତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ ଶୃଙ୍ଗ କିଲିମାଞ୍ଜେରୋକୁ ସଫଳତା ସହ ଆରୋହଣ କରିବା ପରେ ନିଜ ଘର ବ୍ରହ୍ମପୁର ଫେରିଛନ୍ତି ଯୁବ ପର୍ବତାରୋହୀ ମଧୁସ୍ମିତା ପାତ୍ର। ସେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ପରିବାର ଲୋକ, କ୍ରୀଡ଼ାବିତ୍, ଗଣମାଧ୍ୟମ ପ୍ରତିନିଧିମାନେ

ମାର୍ଚ୍ଚରେ ସରିବ ସ୍ମାର୍ଟ ସିଟି ପ୍ରକଳ୍ପ

ମାର୍ଚ୍ଚ ସୁଦ୍ଧା ସ୍ମାର୍ଟ ସିଟି ପ୍ରକଳ୍ପ ଶେ‌ଷ ହେବ। ଯେତେ ସବୁ ପ୍ରକଳ୍ପ ନିର୍ମାଣାଧୀନ ଅଛି ଏହି ଅବଧି ମଧ୍ୟରେ ଶେ‌ଷ କରିବାକୁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ତନାଘନା ହୋଇଛି। ଆଜି ଛୁଟି ଦିନରେ ବିଏସ୍‌ସିଏଲ୍‌ ଏମ୍‌ଡି ବଲୱନ୍ତ ସିଂହ

ଜୟନାରାୟଣଙ୍କ ଘର ଆଗରେ ଦୀପ ଜାଳିଲେ ମହିଳା

ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦ ପିଛା ଛାଡ଼ୁନି। କେତେବେଳେ ତାଙ୍କ ଘର ସମ୍ମୁଖରେ କିନ୍ନର ସଂଘ ପ୍ରତିବାଦ କଲେଣି ତ କେତେବେଳେ ବିରୋଧୀ ଘେରିଲେଣି। ଶନିବାର ଦିନ ପ୍ରଗତି ଫାଉଣ୍ଡେସନ୍‌ ପକ୍ଷରୁ ଶତାଧିକ ମହିଳା ବିଧାୟକ ଶ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ

ପଦ୍ମପୁରରୁ ମିଶନ ପଶ୍ଚିମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ। ୨୦୨୪ ପାଇଁ ପଦ୍ମପୁରରୁ ପଶ୍ଚିମଦ୍ୱାର ଖୋଲିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ୩ ମାସ ଭିତରେ ଏହା ଦ୍ୱିତୀୟ ପଦ୍ମପୁର ଗସ୍ତ। ଆଜିର ଗସ୍ତରେ ବଡ଼ ଘୋଷଣା ହୋଇପାରେ ବୋଲି ଆଶାବାନ୍ଧି ବସିଛନ୍ତି ପଦ୍ମପୁରବାସୀ।