ଜଣେ ଓଡ଼ିଆ ପୁଅକୁ ମିଳିବ BCCI ର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ
ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେବା ପରେ ଚାରିଜଣିଆ ଚୟନ କମିଟିରେ ଉପସ୍ଥିତ ଥିବା ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ବର୍ତ୍ତମାନ ଅନ୍ତରୀଣ ମୁଖ୍ୟ ଚୟନ କର୍ତ୍ତା କରାଯିବାକୁ ଯୋଜନା କରାଯାଉଛି । ସେ ମଧ୍ୟ ବିସିସିଆଇର ନୂତନ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇପାରନ୍ତି । କାରଣ!-->…
