Odia News Portal
Browsing Tag

odisha

କ୍ଷମା ଓ ଇସ୍ତଫା ଦାବିରେ ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର

କ୍ଷମା ଓ ଇସ୍ତଫା ଦାବିରେ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର। ବହୁ ସଂଖ୍ୟାରେ କିନ୍ନର ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୱାର୍ଟର ସାମ୍ନାରେ ଘେରାଉ କରିବା ଜୟ ନାରାୟଣଙ୍କ ବିରୋଧରେ ନରବାଜି କରିଥିଲେ। ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ କ୍ଷମା ମାଗିବା ସହ ବିରୋଧୀ ଦଳ ନେତା ପଦରୁ

ବାହା ବେଦିରୁ ପ୍ରେମିକ ସହ ଫେରାର ହେଲା କନ୍ୟା

ବିବାହ ପାଇଁ ବର ଆସିଥିଲେ , ଥାଟବାଟ ସହ କନିଆଁ ଘରେ ପହଞ୍ଚିଲେ ବର। ହାତଗଣ୍ଠି ପଡ଼ିଲା। ହୋମ ନିଆଁକୁ ସାକ୍ଷୀ ରଖି କନିଆ ସିନ୍ଥିରେ ସିନ୍ଦୂର ଦେଲେ, ହେଲେ କନ୍ୟା ବିନା ଏକୁଟିଆ ଫେରିଗଲେ ବର। ହୋମ ନିଆଁ ଲିଭିବା ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଲେ କନିଆଁ। ଏପରି ଅଭିଯୋଗ ଆସିଛି

ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌

ଝାରପଡ଼ା ଜେଲ୍‌ର ସ୍ଥାନାନ୍ତର ହେବ । ସ୍ମାର୍ଟ ହେବ ଜେଲ୍‌ । ଜାମୁଝରୀରେ ହେବ ଏହି ସ୍ୱତନ୍ତ୍ର ଜେଲ୍‌ । ୫୦ ଏକର ପରିମିତ ଜାଗାରେ ନିର୍ମାଣ ହେବ । ୨୫ଶହ କଏଦୀଙ୍କ ପାଇଁ ହେବ ଜେଲ । ଏହା ହେବ ଦେଶର ସବୁଠାରୁ ବଡ଼ କାରାଗାର । ବିଦେଶର ଜେଲ ଢାଞ୍ଚାରେ ନିର୍ମାଣ ହେବ । ଏଠାରେ ରହିବ

ଜାଗର ତଥା ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ ଓ ଉତ୍ସବମୁଖର ଭକ୍ତଗଣ

ରାତି ପାହିଲେ ମହାଦେବଙ୍କ ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବପୀଠ। ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ ଓ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି, ଯାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା: ନିର୍ମଳା ସୀତାରମଣ

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା । ପ୍ରେସମିଟରେ ସ୍ପଷ୍ଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି । ଆନ୍ଧ୍ର ବିଭାଜନ ଆଧାରରେ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ । କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନର ୬ କିମି ଦୂର ସୁକୁ ନିକଟରେ ଲାଇନଚ୍ୟୁତ ହୋଇଛି । ଉଭୟ ପଟୁ ବିଶାଖାପାଟଣା- ଜଗଦଲପୁର ଟ୍ରେନ ବାତିଲ ।

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁବୃତ୍ତ

ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଧନୁପାଲୀ ଥାନା ତୂରୀପଡାରେ ଯୁବକଙ୍କୁ ହାଣି ପକାଇଲେ ଦୁବୃତ୍ତ । ଯୁବକଙ୍କ ବେକରେ ଗଭୀର କ୍ଷତ ହୋଇଥିବା ସୂଚନା । ସେଥିପାଇଁ ବୁର୍ଲା ମେଡିକାଲରେ ଯୁବକଙ୍କୁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଯୁବକଙ୍କୁ ଆକ୍ରମଣ କଲେ ତାହା ଏବେ ଯାଏଁ

ଗୁଗଲ ଇଣ୍ଡିଆ କମ୍ପାନୀ ୪୫୩ କର୍ମଚାରୀଙ୍କୁ ଛଟେଇ

ଗୁଗଲ ଇଣ୍ଡିଆ କମ୍ପାନୀର ବିଭିନ୍ନ ବିଭାଗର ୪୫୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଚାକିରିରୁ ହଟାଇବା ବିଷୟରେ ମେଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଗୁଗଲ ଇଣ୍ଡିଆର ମୁଖ୍ୟ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା କର୍ମଚାରୀଙ୍କୁ ଏହି ଛଟେଇ ମେଲ

ହୁକ୍କା ବାର ଉପରେ ପ୍ରତିବନ୍ଧକ

ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜଧାନୀ କୋଲକାତାରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ, ହୁକ୍କା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହି ନିଷେଧାଦେଶ ଘୋଷଣା କରି କୋଲକାତା ମେୟର ତଥା ଟିଏମ୍‌ସି ନେତା ଫିରହାଦ ହାକିମ କହିଛନ୍ତି, ରେଷ୍ଟୁରାଣ୍ଟରେ ହୁକ୍କା

୫୦ ଦିନ ଲାଗିଥିଲା ନତାଶା ଙ୍କ ଡେର୍ସ

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍‌ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍ସ୍‌ ଡେ’ରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ କୋର୍ଟ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ପୁନର୍ବାର ବିବାହ କରି ଚର୍ଚ୍ଚରେ