ଗୁରୁଡିଝାଟିଆ ଥାନାର କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲକୁ ଉଦଘାଟନ କରିବେ ସୁରେଶ ରାଇନା
୫ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଗୁରୁଡିଝାଟିଆ ଥାନାର କପୁରସିଂ ନିକଟରେ ୩୦ ଏକର ଜାଗାରେ ନିର୍ମିତ ହୋଇଛି କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲ । ଜାତୀୟ କ୍ରିକେଟ ଏକାଡେମୀ ଢାଞ୍ଚାରେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇ ଉତ୍ତମ କ୍ରୀଡା ବ୍ୟକ୍ତିତ୍ୱ ସୃଷ୍ଟି କରି ଆନ୍ତର୍ଜାତୀୟ ସ୍ତରରେ!-->…