Odia News Portal
Browsing Tag

odisha

କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ ’କୃଷି ଓଡ଼ିଶା’ ଆଜିଠାରୁ ଆରମ୍ଭ ହୋଇଛି । ବରମୁଣ୍ଡା ଖେଳ ପଡ଼ିଆରେ ଗଛରେ ପାଣି ଦେଇ ମହୋତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ରାଜ୍ୟ କୃଷି ମହୋତ୍ସବର ଥିମ ହେଉଛି ’କୃଷି ବିକାଶରେ ନୂତନ ଜ୍ଞାନ କୌଶଳ’ । ରାଜ୍ୟର କୋଣ

କଣ ପେଟ୍ରୋଲ ଓ ଡିଜେଲର ଦର ରେ ଲାଗିବ ଜିଏସଟି

ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ୁଛି । ତେଣୁ ଏଥିରୁ ଜନସାଧାରଣଙ୍କୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ବିଚାର କରୁଛନ୍ତି । ଏଥିପାଇଁ ତୈଳ ଉପରେ ଦ୍ରବ୍ୟ ଓ ସେବା

ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶିଲେ ଏକାବେଳକେ ୮ ସିଂହ

ଗୁଜୁରାଟ ରାମପୁର ଗାଁରେ ରାତିରେ ୮ଟି ସିଂହ ଗାଁ ଭିତରକୁ ପଶିଆସିବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଘରୁ କେହି ବି ବାହାରୁନଥିବା ଜଣାପଡିଛି ।ସିଂହ ରାତିରେ ଗାଁରେ ପଶି ପଳାଇଥିବାବେଳେ ଲୋକଙ୍କ ମନରୁ କିନ୍ତୁ ଭୟ ଯାଉନି । କୌଣସି ସ୍ଥାନରେ ସିଂହ ଲୁଚି ରହି ଆକ୍ରମଣ କରିବା ଭୟରେ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଖାରଜ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନକୁ ଜିଲା ଦୌରାଜଜ ଖାରଜ କରିଛନ୍ତି। ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୁଲିସ ଦମ୍ପତିଙ୍କୁ ଗିରଫ କରିଥିଲା। ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଘଟଣାର ଖୋଳତାଡ଼

ଶ୍ବେତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇଲା କମିଶନରେଟ୍‌ ‌ପୁଲିସ

ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇ ଆଣିଲା ପୁଲିସ। ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ଉଠାଇଲା କମିଶନରେଟ୍‌ ପୁଲିସ। ଗତବର୍ଷ ଶୈଳଶ୍ରୀବିହାରସ୍ଥିତ ଘରୁ ମିଳିଥିଲା ଶ୍ୱେତାଙ୍କ ଝୁଲନ୍ତା ମୃତ ଦେହ। ମୃତ୍ୟୁ ପାଇଁ

ଚୌଦ୍ୱାର ଜେଲରେ ଗୋପାଳର ହାବଭାବକୁ ନେଇ ବଢିଲା ଚର୍ଚ୍ଚା

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲକୁ ଆସିଛି । ଜେଲରେ ଥିିବା ଗୋପାଳର ବିଭିନ୍ନ କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଜେଲର ମୁଖ୍ୟ ଗେଟରେ ପଶିବା ବେଳେ ଗୋପାଳ ହାତ ଯୋଡି ନମସ୍କାର କରିବା ଓ ଗେଟ ଡେଇଁବା ପରେ ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆ

ଜାଗର ଯାତ୍ରା ପାଇଁ ସ୍ଥିର ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିନିର୍ଘଣ୍ଟ

ଫେବ୍ରୁଆରୀ ୧୮ ତାରିଖରେ ପାଳନ ହେବ ପବିତ୍ର ମହାଜାଗର । ଏଥିପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ନୀତିନର୍ଘଣ୍ଟ ସ୍ଥିର ହୋଇସାରିଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହା ସହିତ ଅନ୍ୟ ପୂଜାବିଧି ପାଇଁ ମଧ୍ୟ ନୀତିନିର୍ଘଣ୍ଟ ସ୍ଥିର

ପୁଣି ସଙ୍କଟରେ ଶିମିଳିପାଳ,ଜଙ୍ଗଲରେ ଲାଗିଲା ନିଆଁ

ଶିମିଳିପାଳକୁ ବନାଗ୍ନି ସଙ୍କଟ। ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ। ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ରାତିରେ ଶିମିଳିପାଳ ଜଳିବାର ଚିତ୍ର ସାମ୍ନାକୁ ଆସିଛି। ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍‌ ଅଞ୍ଚଳର ଉପର ବାରଡାଙ୍ଗୁଆ,

ବିଜେଡି ନେତାଙ୍କୁ ସତର୍କ କରାଇଲେ ଚେଲା କୁମାର

ବିଜେଡି ନେତାଙ୍କୁ ସତର୍କ କରାଇଲେ ରାଜ୍ୟ କଂଗ୍ରେସର ପ୍ରଭାରୀ ଚେଲା କୁମାର । ଚେଲା କୁମାର କହିଛନ୍ତି ଯେ, ଆଜି ନବ ଦାସ, କାଲି ଆଉ କିଏ। ବିଜେଡିର ଦ୍ବିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ କରି ଚେଲା କହିଛନ୍ତି କାହାର ବି ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ । ଯେଉଁ ମାନେ ଦଳରେ ରହି

ନିଆଁରେ ପୋଡିଗଲା ୩୦ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ନିଆଁର ଧାସରେ ଜଳିଯାଇଛି ୩୦ ବଖରା ଘର । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଏବଂ ପରଜଙ୍ଗର ୨ଟି ଅଗ୍ନିଶମ ବାହିନୀ