କ’ଣ ଆପଣଙ୍କ ମୁହଁରେ ବ୍ରଣ କି କଳା ଦାଗ ଅଛି କି? ତାହେଲେ ଆପଣାନ୍ତୁ ଏହି ଉପାୟ
ଦାଗଶୂନ୍ୟ ଓ ଚମକପ୍ରଦ ଚେହେରା କାହାକୁ ବା ପସନ୍ଦ ନୁହେଁ? ମାତ୍ର ସମସ୍ତଙ୍କର ଏ ଇଚ୍ଛା ପୂରା ହୁଏ ନାହିଁ। କେବେ ସନ୍ ଟ୍ୟାନ୍ ତ କେବେ ବ୍ରଣ କାରଣରୁ ମୁହଁରେ କଳା ଦାଗ ହୋଇଥାଏ।ଆପଣଙ୍କ ମୁହଁରେ କଳାଦାଗ ଅଛି କି? ଚିନ୍ତାର କୌଣସି କାରଣ ନାହିଁ, କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ!-->…