Odia News Portal
Browsing Tag

odisha

ଆଜି ରେଡିଓ ଦିବସ

ଏବେ ପାପୁଲିରେ ସାରା ଦୁନିଆର ଖବର। ମୋବାଇଲ ପରଦା ପାଲଟିଛି ସୂଚନା ଓ ‌ମନୋରଞ୍ଜନର ମୁଖ୍ୟ ଯନ୍ତ୍ର। ଅଥଚ ମୋବାଇଲ୍‌, ଟ୍ୟାବ୍‌, କମ୍ପ୍ୟୁଟର ଓ ଟେଲିଭିଜନ ଯୁଗରେ ବି ରେଡିଓ ତିଷ୍ଠି ରହିଛି। ରେଡିଓରେ ଖବର ଓ ଗୀତ ଶୁଣିବାର ‌ନିଆରା ସଉକ ଏବେ ବି ବଞ୍ଚିଛି। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ

ଫିରିଙ୍ଗିଆରୁ ବିପୁଳ ପରିମାଣର ବିୟର ଜବତ

ଫିରିଙ୍ଗିଆ ପୁଲିସ ଏକ ଇଣ୍ଡିଗୋ କାର ସହ ବିପୁଳ ପରିମାଣର କିଙ୍ଗ୍ ଫିସର ବିୟର ଜବତ କରିଛି। ଏହା ସହ ଏଥିରେ ସପ୍ରୃକ୍ତ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳ ର ସ୍ବାଧିନ ସାହୁ ଓ ଚେମୁର ବେହେରା ଏକ ଇଣ୍ଡିଗୋ କାର ଯୋଗେ

ଓଏସସିବି ନିର୍ବାଚନ:ଅମ୍ବିକା ପ୍ରସାଦ ଦାସଙ୍କ ହାଟ୍ରିକ୍

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ର ପରିଚାଳନା ପରିଷଦକୁ ତୃତୀୟ ଥର ଲାଗି ନିର୍ବାଚିତ ହୋଇ ହାଟ୍ରିକ କରିବାରେ ସୌଭାଗ ଅର୍ଜନ କରିଛନ୍ତି ।ବରିଷ୍ଠ ସମବାୟବିତ୍ ତଥା ସାମ୍ବାଦିକ ଅମ୍ବିକାପ୍ରସାଦ ଦାସ । ଶ୍ରୀ ଦାସଙ୍କ ବିଜୟ ନେଇ ନିର୍ବାଚନ ଅଧିକାରୀ ଶନିବାର ଦିନ ବିଧିବଦ୍ଧ ଘୋଷଣା କରିଛନ୍ତି ।

ଓଏଚଆରସି ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ 

ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି ।ଇସ୍ତଫା ସମ୍ପର୍କରେ ରଘୁବୀର ଦାସ କହିଛନ୍ତି, ଓଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ଯାହାଙ୍କୁ

ପୁରୀ କୋଣାର୍କ ବେଳାମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା। କାର, ବାଇକ ଏବଂ ଅଟୋ ଆଗ ପଛ ହୋଇ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ରବିବାର ପୂର୍ବାହ୍ନରେ

ଖବର କାଗଜ ବିକ୍ରେତାରୁ ଶିକ୍ଷକ ହୋଇପାରିଛନ୍ତି ବିଦ୍ୟାସାଗର

ଖବର କାଗଜ ବିକ୍ରେତାରୁ ଶିକ୍ଷକ ହୋଇପାରିଛନ୍ତି ବିଦ୍ୟାସାଗର । ପରିବାରର ଆର୍ଥିକ ବୋଝ ପାଇଁ ସେ ଘରକୁ ଘର ବୁଲି ଖବର କାଗଜ ବାଣ୍ଟୁଥିଲେ। ସେଥିରୁ ଯାହା କିଛି ରୋଜଗାର ହେଉଥିଲା ସେଥିରୁ ଘର ଚଳାଇବା ସହ ନିଜ ପାଠ ପଢା ଖର୍ଚ୍ଚ କରୁଥିଲେ । ଏବେ ନିଜ ଅଧ୍ୟବସାୟ ବଳରେ ସେ ଜଣେ ଶିକ୍ଷକ ହୋଇ

ସରିଲା ଗୋପାଳର ନାର୍କୋ ଟେଷ୍ଟ,ସମସ୍ତ ରିପୋର୍ଟ ଏକସଙ୍ଗରେ କରାଯିବ ତଜର୍ମା

ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ବିମାନ ଯୋଗେ ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । ଆସନ୍ତାକାଲି ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା । ନାର୍କୋ

ଆସନ୍ତା ୧୯ରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସମ୍ମିଳନୀ ଆୟୋଜିତ ହେବ । ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯିବେ ବୋଲି ସୂଚନା ମିଳିଛି । ପଦ୍ମପୁର ଉପନିର୍ବାଚନ ବେଳେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ପାଳନ କରିବା ଦିଗରେ ପଦକ୍ଷେପ ନିଆଯିବ । ବିଶେଷ

ତୁର୍କୀ-ସିରିୟା ଭୂମିକମ୍ପ : ୫୦ ହଜାର ଟପିପାରେ ମୃତ୍ୟୁସଂଖ୍ୟା:

ତୁର୍କୀ - ସିରିୟାରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ଜାତିସଂଘ ରିଲିଫ୍ ମୁଖ୍ୟ ମାର୍ଟିନ୍ ଗ୍ରିଫିଥ୍ସ୍ ‘ସ୍କାଏ ନିଉଜ୍’କୁ କହିଛନ୍ତି।ଭୂମିକମ୍ପର ଉତ୍ପତ୍ତିସ୍ଥଳ ତୁର୍କୀର ଦକ୍ଷିଣାଞ୍ଚଳ ନଗରୀ କାହ୍ରାମାନମାରାସ୍ରେ ପହଞ୍ଚିବା

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ । ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, କଟକରୁ ଗିରଫ ହୋଇଥିବା ଅବଦୁର ରେହମାନ ବେଆଇନ୍ ଭାବେ ପାକିସ୍ତାନ