କୋରାପୁଟରେ ବିଜେଡିର ମିଶ୍ରଣ ପର୍ବ
କୋରାପୁଟରେ ବଢୁଛି ବିଜେଡିର ବଳ । ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସ ନେତା । ବୋରିଗୁମ୍ମାଠାରେ ଆୟୋଜିତ ମିଶ୍ରଣ ପର୍ବରେ ଗତଥର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହୋଇଥିବା ସନ୍ତୋଷ ଦାଶ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ସନ୍ତୋଷ ଦାଶଙ୍କ ସମେତ କିଛିଦିନ ତଳେ!-->…
