Odia News Portal
Browsing Tag

odisha

ନନ୍ଦନକାନନରେ ଭୋଜିକୁ ମିଳିଲା ଅନୁମତି

ଆଗକୁ ଆସୁଛି ନୂଆ ବର୍ଷ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମିବା ଆରମ୍ଭ ହୋଇଗଲାଣି । କିନ୍ତୁ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି । ଡିସେମ୍ବର ୧ ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି ମିଳିଛି । କରୋନା କଟକଣା ମାନି ଭୋଜିଭାତ କରିବା ପାଇଁ ନନ୍ଦନକାନନ

ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ

ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ ସରକାର । ସ୍ବେଚ୍ଛାକୃତ ଭାବେ ଏଲ୍‌ପିଜି ସବ୍‌ସିଡି ପରିହାର କରିବା ଲାଗି ଅତୀତରେ ଘୋଷଣା କରାଯାଇଥିବା ‘ଗିଭ୍‌ ଇଟ୍‌ ଅପ୍’ ଅଭିଯାନ ଢାଞ୍ଚାରେ ପେନ୍‌ସନ୍ ଦାନ ଅଭିଯାନକୁ ପ୍ରସ୍ତୁତ କରାଯିବ । ଗିଭ୍ ଇଟ୍ ଅପ୍ ଅଭିଯାନରେ ସ୍ବଚ୍ଛଳ ବର୍ଗର ଲୋକମାନଙ୍କୁ

ଆଗାମୀ ୧୨ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ୪୮ ଘଣ୍ଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବର୍ଷା ଜାରୀ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ରାଜ୍ୟରେ ୩ ରୁ ୪ ଦିନ ଭିତରେ ପ୍ରବଳ ବର୍ଷା ହେବାର ମଧ୍ୟ

କୋଭିଡର ନୂତନ ପ୍ରଜାତି ଓମିକ୍ରିନ ମୁକାବିଲା ନେଇ ଭକ୍ଷରଚୁଆଲ ବୈଠକ କଲେ ଜିଲ୍ଲାପାଳ

ସମ୍ପ୍ରତି ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋଭିଡର ନୂତନ ପ୍ରକାର ମହାମାରୀ ଓମିକ୍ରିନର ମୁଖକ୍ଷବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭକ୍ଷର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି

ପୁଣି ଟାର୍ଗେଟରେ ସବ୍ୟସାଚୀଙ୍କ ମଙ୍ଗଳସୂତ୍ର

ପ୍ରସିଦ୍ଧ ଫ୍ୟାଶନ୍ ଏବଂ ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କୁ ପୁଣି ଥରେ ଟ୍ରୋଲ୍ କରାଯାଉଛି। କିଛି ଦିନ ପୂର୍ବେ ତାଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ସେ ଏକ ପୋଷ୍ଟ ଲେଖି କ୍ଷମା ମାଗିଥିଲେ ଏବଂ ବିଜ୍ଞାପନଗୁଡ଼ିକୁ ହଟାଇ ଦେଇଥିଲେ।

କଇଁଛ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଦୀର୍ଘ ଦିନ ହେବ ବେଆଇନ ମଧୁର ଜଳ କଇଁଛ କାରବାରର ରାକେଟକୁ କାବୁ କରିଛି ଯାଜପୁର ଜିଲ୍ଲା ବୈରୀ ପୋଲିସ। ଗତକାଲି ରାତିରେ ୪୩ଟି କଇଁଛକୁ ମୁଳିଝର ଅଞ୍ଚଳରୁ ପୋଲିସ ଜବତ କରିବା ପରେ ଏହି ଘଟଣାର ପର୍ଦାଫାସ ହୋଇଛି। ଏହି କାରବାର ପଛରେ ଅନ୍ତରାଜ୍ୟ ରାକେଟ ରହିଥିବା ସୂଚନା ମିଳିଥିବା ବେଳେ

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ସୋମବାର ଦିନ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଚଳିତ ବର୍ଷ ୨୬ ଦିନ ଚାଲିବ ବିଧାନସଭା ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ବାଚସ୍ପତି ଆହୁରୀ ମଧ୍ୟ କରିଛନ୍ତି ଯେ, ବିଧାନସଭା ଆସନ୍ତା ୧ ରୁ ୩୧

ପୁଣି ମାତିଲେ ମାଓବାଦୀ

ପୁଣି ମାତିଲେ ମାଓବାଦୀ। ରାୟଗଡା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଲେ ମାଓବାଦୀ। ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଏଥିରେ ଉଲ୍ଲେଖ କରିଛନ୍ତି। ପାରସାଲି ପଞ୍ଚାୟତ ଅନ୍ତର୍ଗତ

ଭିଜିଲାନ୍ସ ଜାଲରେ କନଷ୍ଟେବଳ

ଭିଜିଲାନ୍ସ ଜାଲରେ କନଷ୍ଟେବଳ । ବ୍ରହ୍ମପୁର ପୋଲିସରେ କନଷ୍ଟେବଳ ନଂ ୭୪୨ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ବ୍ରହ୍ମପୁରସ୍ଥିତ ୩ ମହଲା କୋଠା,

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ । ବହିଷ୍କୃତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହାଜର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଚତୁର୍ଥ ଥର ନୋଟିସ ପରେ ଇଡିରେ ହାଜର ହେଲେ ପ୍ରଦୀପ । ଶୁକ୍ରବାର ଦିନ ପ୍ରଦୀପଙ୍କ ଝିଅ ଶ୍ରୁତି ଇଡିରେ ହାଜର ହୋଇଥିଲେ ।