Odia News Portal
Browsing Tag

odisha

ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ

ପୁରୀ ବେଳାଭୂମିରେ ଲାଗିଲା ରେଡ ଫ୍ଲାଗ । ବେଳାଭୂମିକୁ ଜନସାଧାରଣଙ୍କୁ ଯିବା ଲାଗି ବାରଣ କରାଯାଇଛି । ଏଥିପାଇଁ ବେଳାଭୂମିରେ ରେଡ୍ ଫ୍ଲାଗ ଲାଗିଛି । ଦିଗାବାରେଣୀ ଖୁଣ୍ଟଠାରୁ ଲାଇଟ ହାଉସ ବେଳାଭୂମି ଯାଏଁ ରେଡ ଫ୍ଲାଗ ଏଞ୍ଚଳ ଭାବରେ ଘୋଷଣା ହୋଇଛି । ବେଳାଭୂମିରେ ପୁରୀ ଏସଆଇ ନିଜେ ବୁଲି

ବାହାଘର ସାଜିପାରେ ବିପଦର କାରଣ

ବର୍ତ୍ତମାନ ଦେଶରେ ବିବାହ ଋତୁ ଚାଲିଛି। ମହାମାରୀ କରୋନାର କୋପ ସାମାନ୍ୟ କମିଥିବାରୁ ଲୋକମାବେ ବେଶ ଧୂମଧାମରେ ବାହାଘର କାର୍ୟ୍ୟକ୍ରମ କରୁଛନ୍ତି। ହେଲେ ଏବେ ଓମିକ୍ରନ ଭୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନଭେମ୍ବର ୧୪ରୁ ଡିସେମ୍ବର ୧୩ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନରେ ୨୫ ଲକ୍ଷ ବାହାଘର

ପବନ କମିବ ବର୍ଷା ହେବ

ବାତ୍ୟା ଦୁର୍ବଳ ହେଉଥିଲେ ବି ଏହାର ପ୍ରଭାବରେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆଜି ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଉପକୂଳ ଓଡିଶା , ଉତରଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ପବନର

ଟ୍ୱିନ ସିଟି ପାଇଁ ସତର୍କ ଜାରୀ

ମାଡିଆସୁଛି ବାତ୍ୟା ଜୱାଦ । ଟ୍ୱିନସିଟି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭିଗ । କଟକ-ଭୁବନେଶ୍ୱରରେ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ସହିତ ବତ୍ୟା ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବେଳେ ବେଳେ ପବନର ଝଟକା ୬୦ କିମି ଛୁଇଁବ ବୋଲି ଆକଳନ

ବହି ପଢା ଅଭିଯାନ

ବହି ସବୁବେଳେ ମଣିଷର ଜ୍ଞାନର ପରିସୀମାକୁ ବଢ଼ାଇ ଥାଏ। କିନ୍ତୁ, ଆଜିର ଡିଜିଟାଲ୍ ଓ ମୋବାଇଲ୍ ସମୟରେ ଲୋକଙ୍କର ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ

ମଝି ସମୁଦ୍ରରେ ଦିଗ ବଦଳାଇବ ବାତ୍ୟା

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ- ଉତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତୀ ଆଣ୍ଡାମାନ ସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ

ଭାରତରେ ପ୍ରବେଶ କଲା ଓମିକ୍ରନ

କରୋନାର ନୂଆ ଭୁତାଣୁ ଓମିକ୍ରନକୁ ନେଇ ବିଶ୍ୱବାସୀଙ୍କ ଚିନ୍ତା ବଢିଥିବା ବେଳେ ଭାରତ ଛୁଇଁଛି ଓମିକ୍ରନ ଭୂତାଣୁ । ଭାରତକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ୨୯ ଟି ଦେଶରେ କାୟା ମେଲାଇସାରିଛି ଓମିକ୍ରନ । କରୋନାର ଏହି ନୂଆ ଭାରିଆଣ୍ଟ ଏଯାଏଁ ମୋଟ୍ ୨୯ଟି ଦେଶର ୩୭୩ ଲୋକଙ୍କୁ ସଂକ୍ରମିତ

ରଙ୍ଗାରଙ୍ଗ ମାହୋଲରେ କୋଣାର୍କ ମହାତ୍ସବ

ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ଏବେ ଚଳଚଞ୍ଚଳ । ମୁକ୍ତାକାଶ ଖୋଲା ମଞ୍ଚରେ ଯୋଡ଼ି ହୋଇଛି ନୃତ୍ୟ ମହାକୁମ୍ଭ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି କୋଣାର୍କ । ସେପଟେ ରାଜ୍ୟ ପର୍ଯ୍ୟଟକ ବିଭାଗ ଦ୍ୱାରା ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ୧୨ତମ ଅନ୍ତର୍ଜାତୀୟ ବାଲୁକା କଳା ।

ତୁରନ୍ତ ତୈଳ ଦର ହ୍ରାସ ପାଇଁ ସମସ୍ୱରରେ ଦାବି

ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସହିତ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନଦେବାକୁ ହୋଇଥିବା ଷଡଯନ୍ତ୍ର ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ଆବାସ

ପରାଗ ବଦଳାଇଲେ ଟ୍ୱିଟରର ଏହି ନିୟମ

ଆଜି କାଲି ଯୁଗରେ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ସେହିଭଳି ଟ୍ୱିଟର ମଧ୍ୟ କେ ଲୋକପ୍ରିୟ ଆପ ଅଟେ । ଏହି ଆପ ଦ୍ୱାରାଲୋକମାନେ ନିଜକୁ ସବୁବେଳେ ଅପଡେଟ ରଖି ପାରୁଛନ୍ତି । ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ପଦବୀ ଛାଡିବା ପରେ ସୋମବାର ଦିନ ଭାରତୀୟ ବଂଶୋଦ୍ଭବ