Odia News Portal
Browsing Tag

odisha

ହନିଟ୍ରାପରେ ଫସୁଛନ୍ତି ଯୁବକ ଯୁବତୀ

ମାୟାଜାଲରେ ଫସାଉଛନ୍ତି । ଭୟ ଦେଖାଇ ଲୁଟୁଛନ୍ତି ପୁଲାପୁଳା ଟଙ୍କା ।ସୋସିଆଲ ମିଡିଆ , ମ୍ୟାଟ୍ରୋମୋନି ସାଇଟରେ ଚିହ୍ନା ପରିଚିତ, ବନ୍ଧୁତା, ପ୍ରେମ । ଆଉ ତାପରେ ପଡିଯାଆନ୍ତି ହନିଟ୍ରାପରେ । ଯୁବତୀ ହୁଅନ୍ତୁ କିମ୍ବା ଯୁବକ କେହି ବି ବାଦ ପଡୁନାହାଁନ୍ତି ଏଥିରୁ । ଏମିତି ପ୍ରତିଦିନ ଘଟଣା

୩ ନିର୍ବାହୀ ଅଧିକାରୀଙ୍କୁ ମାଧ୍ୟତାମୂଳକ ଅବସର

ଅପାରଗ ତଥା ଦୁର୍ନୀତିଗ୍ରସ୍ତ ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଏବଂ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର

୧୦୦ କି.ମି ପବନ ବହିବ

ଅଧିକ ଘନାଉଛି ବାତ୍ୟା ଜୱାଦ । ଯାହାକୁ ନେଇ ଧୀରେ ଧୀରେ ତାର ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅ ବପାତରେ ପରିଣତ ହେବ ବାତ୍ୟା । ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସମୟରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହା ଉତ୍ତର

୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ପ୍ରଶାସନ

ଗଞ୍ଜାମ ଜିଲ୍ଲା ବଡଗଡ ଧରାକୋଟ ସୀମାନ୍ତରେ ଥିବା ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ପ୍ରଶାସନ । ବଡଗଡ ଥାନା ସାବା କାରିପଲ୍ଲୀ ପାହାଡିଆ ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକାଧୀକ ଏକର ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଛି । ଆସିକା ଏସଡିପିଓଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ୯୫ଟି ମେଲ ଓ ଏକ୍ଲପ୍ରେସ ବାତିଲ

ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ । ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଠିରେ ରଖି ୩ ଓ ୪ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ

୨୫ଟି ଦେଶକୁ ମାଡିଗଲାଣି ‘ଓମିକ୍ରନ’

ଦେଶରୁ ଦେଶକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏପର୍ୟ୍ୟନ୍ତ ବିଶ୍ୱର ୨୫ ରାଷ୍ଟ୍ରରୁ ୨ଶହରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର ଆମେରିକାର କାଲିଫର୍ଣ୍ଣିଆରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ସେ କିଛି ଦିନ ତଳେ

କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା

ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୪ ତାରିଖରେ ଉପକୂଳ ଓଡିଶାରେ ସର୍ବାଧିକ ପ୍ରଭାବ ରହିପାରିବ । ୩ ତାରିଖ ସଂଧ୍ୟାଠାରୁ ଦକ୍ଷିଣ ଉପକୂଳ ଓଡିଶାରେ ହାଲୁକାରୁ

ଦ୍ୱିତୀୟ ଦିନବି ଚାଲି ପାରିଲାନି ବିଧାନସଭା

ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ଯୋରଦାର ହଟ୍ଟଗୋଳ ଓ ନାରାବାଜିୀ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ଆଗକୁ ଚାଲିଯାଇଥିଲେ । ଗୃହ

ଖୁବଶୀଘ୍ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଲୋକାର୍ପଣ ହେବ

ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟବର

ଆସିଲା ନୂଆ ଗାଇଡଲାଇନ

ସାରା ବିଶ୍ୱକୁ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତାରେ ପକାଇଛି । ଏନେଇ ଭାରତ ସରକାର ଅର୍ନ୍ତରାଷ୍ଟ୍ରୀୟ ବିମାନଯାତ୍ରୀଙ୍କ ପାଇଁ ନୂଆ ଦିଶା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏବେ ଯାତ୍ରୀମାନଙ୍କୁ ଏୟାର ସୁବିଧା ପୋର୍ଟାଲରେ ସମସ୍ତ ସୂଚନା ଦେବାକୁ ପଡିବ । ନୂଆ