ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା
ବିଶ୍ବବ୍ୟାପୀ କରୋନା ଭାଇରସ୍ ମହାମାରୀର ପ୍ରକୋପ କମିଛି। କିନ୍ତୁ ମହାମାରୀ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏବେ କରୋନା ମହାମାରୀକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏକ ନୂଆ ଚେତାବନୀ ଦେଇଛି। ସଂଗଠନ କହିଛି ଯେ, ୟୁରୋପର ୫୩ଟି ଦେଶରେ ଶୀତଋତୁ ପରେ ଆଗାମୀ ବସନ୍ତ ଋତୁ ଯାଏଁ ୭ ଲକ୍ଷ!-->…