ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ହେଲିକପ୍ଟର
ଆଜିର ଦିନ ଭାରତୀୟ ସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଭାରତୟ ବାୟୁସେନାକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର । ସବୁଠାରୁ ଖାସ ଓ ଗର୍ବ କରିବାର କଥା ହେଲା, ଏହା ବିଦେଶରୁ ଅଣାଯାଇନାହିଁ , ବରଂ ଦେଶରେ ତିଆରି ହୋଇଛି । ଏହି ଲାଇଟ କମ୍ବେଟ ହେଲିକପ୍ଟର, ଏଲସିଏଚକୁ!-->…
