Odia News Portal
Browsing Tag

odisha

ଜାଣନ୍ତୁ ଘରେ ବସି କେମିତି ଡାଉନଲୋଡ଼ କରିବେ ଗାଡ଼ି କାଗଜପତ୍ର

ଭୁୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ଖୁସୀ ଖବର । ଏଣିକି ଘରେ ବସି ଗାଡିର ସମସ୍ତ କାଗଜପତ୍ର ଡାଉନଲୋଡ କରିପାରିବେ । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତି ହେଉଛି । ଏହି ସୁବିଧା ନୂଆ ବର୍ଷରୁ ଉପଲବ୍ଧ ହେବ । ପୋଲିସ

ଷଷ୍ଠ, ସପ୍ତମ ପିଲା ବିଦ୍ୟାଳୟ ମୁହାଁ : ଚାପରେ ଶିକ୍ଷକ ଶିକ୍ଷୟତ୍ରୀ, କଟକଣା ପାଳନ ଚିନ୍ତା

ଭୁବନେଶ୍ୱର : ସରକାରୀ ଘୋଷଣା ମୁତାବକ ଆଜି ଠାରୁ ଷଷ୍ଠ ଓ ସପ୍ତମଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ଖୁସି ଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ କିନ୍ତୁ ଚାପରେ ଅଛନ୍ତି । ବିଶେଷକରି କୋଭିଡ କଟକଣାକୁ ବିଦ୍ୟାଳୟରେ କିଭଳି ପାଳନ କରାଯିବ ସେହି ଚିନ୍ତା ଏବେ

ତାତିଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ତାତିଲେ କଂଗ୍ରେସ କର୍ମୀ । ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ନାରାବାଜି । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଦେଖିବାକୁ ମିଳିଛି ବିକ୍ଷୋଭ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ମମିତାଙ୍କ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ୨୦୬ ଜଣ ନୂଆ କୋଭିଡ ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୨୧ ଓ ସ୍ଥାନୀୟ ସଂକ୍ରମିତ ୮୫ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୨ ଜଣ ରହିଛନ୍ତି

‘ସ୍କୁଲକୁ ଫେରିବା’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ’କୁ ପୂରିଲା ୪ ବର୍ଷ । ୪ ବର୍ଷ ମଧ୍ୟରେ ସଫଳତାର ସହ ଆଗକୁ ବଢ଼ିଛି ଅଭିଯାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କଫି ଟେବୁଲ୍ ବୁକ’ ଓ ଏକ ସ୍ବତନ୍ତ୍ର ବୁକଲେଟ୍ ‘ସ୍କୁଲକୁ ଫେରିବା’ ଉନ୍ମୋଚନ କରିଛନ୍ତି । ବହୁ ପୂର୍ବତନ ଛାତ୍ରଛାତ୍ରୀଙ୍କ ସଫଳ

ଆଜିଠୁ ପବିତ୍ର ପଞ୍ଚୁକ ଆରମ୍ଭ

ଭୁବନେଶ୍ୱର: ଧର୍ମ କର୍ମର ମାସ ହେଉଛି କାର୍ତ୍ତିକ । କଥାରେ ଅଛି ଏହି ମାସରେ ଅଧିକ ପୂଣ୍ୟ ମିଳିଥାଏ । ଏପିକରି ହବିଷ୍ୟାଳି ମାନେ ଏହି ମାସରେ ଅଧିକ ମାନି ଚଳିଥାନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଏହି ୫ଦିନ ଅଧିକ ମାନି ଚଳନ୍ତି । ତେବେ ଆଜି ଠାରୁ ଆରମ୍ଭ

୨ ବର୍ଷ ପରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ଥିଲା ସ୍କୁଲ । ତେବେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପର୍ଯ୍ୟାୟକ୍ରମେ ସ୍କୁଲ ଯାଇଥିବା ବେଳେ ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ଆଜି ସ୍କୁଲ ଯାଇଛନ୍ତି । ଦୀର୍ଘ ଦେଢ ବର୍ଷ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ମାଟି

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ

ଆହୁରି ବର୍ଷିବ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା ରହିଛି। ୩ ଦିନ ଯାଏଁ ୧୫,୧୬,୧୭ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ୧୮, ୧୯ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି

୧୯ ଯାଏଁ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଆସନ୍ତା ୧୯ ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଗତକାଲି ଦକ୍ଷିଣ ଆଣ୍ଡାମାନ ତତ୍ ସଲଗ୍ନ ଥାଇଲାଣ୍ଡ ଉପକୂଳରେ