Odia News Portal
Browsing Tag

odisha

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୮୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୬୪ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୫ ଜଣ ଅଛନ୍ତି ।ଖୋର୍ଦ୍ଧା

ସମୁଦ୍ରରେ ଜାଲ ବିଛାଉଛି ଡ୍ରାଗନ

ଭାରତକୁ ଘେରିବା ପାଇଁ ଚେଷ୍ଟା ଚଳାଇଛି ଚୀନ। ଏବେ ପାକିସ୍ତାନକୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗି ପଡ଼ିଛି ଡ୍ରାଗନ। ଚୀନ ଦିନକ ପୂର୍ବରୁ ପାକିସ୍ତାନୀ ନୌସେନାକୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଭରପୂର Type-054 ଫ୍ରିଗ୍ରେଟ ହସ୍ତାନ୍ତର କରିଛି। ଏହି ଯୁଦ୍ଧପୋତ ଏତେ ଘାତକ

ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ

ନୂଆପଡା ତରବୋଡରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ । ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ କଲେ ବିଜେପି କର୍ମୀ । ବିଏସକେୱାଇ କାର୍ଡ ବାଣ୍ଟିବାକୁ ଗଲାବେଳେ ପ୍ରତିବାଦ । ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଜୋରଦାର ପ୍ରତିବାଦ

ଶୀତରେ ବି ବ୍ୟବହାର କରିପାରିବେ ୱାଇପସ୍

କୌଣସି ଠାରେ ବି ଆପଣ ଫ୍ରେସ ହେବା ପାଇଁ କିମ୍ବା ଚେହେରାକୁ ସଫା କରିବା ପାଇଁ ଫେସ ୱାଇପ୍ସ ବ୍ୟବହାର କରିଥାଆନ୍ତି । ଏହା ସହ ଚେହେରାରେ ଚମକ ଆଣିବା ପାଇଁ ବି ଏହା ଖୁବ ସହାୟକ ହୋଇଥାଏ । କିନ୍ତୁ ଅଧିକାଂଶଙ୍କର ଧାରଣା ଥାଏ ଫେସ ୱାଇପ୍ସକୁ କେବଳ ମାତ୍ର ଗରମ ଦିନ ମାନଙ୍କରେ ହିଁ ବ୍ୟବହାର

ଆଜି ପ୍ରକାଶ ପାଇବ ଓଜେଇ ରେଜଲ୍ଟ

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପକ୍ଷରୁ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ । ମଙ୍ଗଳବାର ସନ୍ଧ୍ୟାରେ ଓଜେଇଇ ପକ୍ଷରୁ ବି.ଟେକ୍‌, ବି.ଆର୍କ, ବି.କ୍ୟାଟ୍ ଓ ଇଣ୍ଟିଗ୍ରେଟେଡ୍ ଏମଏସସି ପାଠ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ ।

ପଦ୍ମ ପୁରସ୍କାର ଗ୍ରହଣ କଲେ ୯ ଓଡିଆ

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ଦିନ ୮ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି।

ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହାନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଏବେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି, ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଛି। କେବଳ

ମୁକେଶ ଅମ୍ବାନୀଙ୍କ ଉପରେ ବିପଦ

ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଫ୍ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଉପରେ ଘନୁଛି ବିପଦ । ଦକ୍ଷିଣ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ‘ଆଣ୍ଟିଲିଆ’ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଜଣେ ଟ୍ୟାକ୍ସି ଚାଳକ ଏନେଇ ପୋଲିସକୁ ସୂଚନା ଦେବା ପରେ

କେମିତି ଚିହ୍ନିବେ କାର୍ବାଇଟ୍ ଦିଆ କଦଳୀ  

ପେଟ ଏବଂ ହୃଦୟକୁ ଛାଡ଼ିଦେଲେ ଶରୀରକୁ ଫୁର୍ତ୍ତିବାନ୍ ରଖିବାରେ ମଧ୍ୟ ଏହି ଫଳ ସହାୟକ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ କାର୍ବାଇଡ଼୍ ଉପାୟରେ କଦଳୀ ପଚା ଯାଉଥିବାରୁ ଏହା ଶରୀର ଉପରେ ସେତେଟା ଭଲ ପ୍ରଭାବ ପକାଇନଥାଏ । ଆପଣ ଯଦି ପ୍ରାକୃତିକ ଉପାୟରେ ପାଚିଥିବା କଦଳୀ ବଜାରରେ ଖାଇବାକୁ

ବିନା ଛୁଞ୍ଚିରେ ପିଲାଙ୍କୁ ଟିକା

କୋଭିଡ ଟିକା ଜାଇଡସ କାଡିଲାର ଦର ସ୍ଥିର କଲେ କେନ୍ଦ୍ର ସରକାର । ଗୋଟିଏ ଡୋଜର ଦାମ ୨୬୫ ଟଙ୍କା ସ୍ଥିର ହୋଇଛି । ଏହି ଟିକା ବିନା ଛୁଞ୍ଚିରେ ଦିଆଯିବ । ଏହି ପ୍ରକ୍ରିୟାକୁ ଫାର୍ମାଜେଟ୍ ବୋଲି କୁହାଯାଉଛି । ଏହି ଫାର୍ମାଜେଟ୍ ପ୍ରକ୍ରିୟା ପାଇଁ ଟିକା ବାଦ୍ ଅତିରିକ୍ତ ୯୩ ଟଙ୍କା ଦେବାକୁ ହେବ