Odia News Portal
Browsing Tag

odisha

ବାତ୍ୟା ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି

ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ  ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି। ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି। ବିଧାନସଭା ଅଧିବେଶନରେ ବୁଧବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା

ପୁଣି ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର : ଭୁବନେଶ୍ୱର ମୁହାଁ ଦେଢଲକ୍ଷ ଶିକ୍ଷକ

ପୁଣି ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର । ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ଦେଢଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ । ଆଜି ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର ଆସୁଛନ୍ତି । ତିନି ଦଫା ଦାବି ନେଇ ଏହି ଦେଢଲକ୍ଷ ପ୍ରାଥମିକ

ରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ, ଅଟକାଇଲେ ହଳଦିଆ ନମ୍ବର ଥିବା ଗାଡ଼ି

୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ ରାଜଧାନୀ ଭୁ‌ବନେଶ୍ବର ଉପକଣ୍ଡ ତମାଣ୍ଡୋରେ ଡ୍ରାଇଭର

ତାଳଚେର ଓଡ଼ିଶାର ସବୁଠୁ ପ୍ରଦୂଷିତ ସହର:ରିପୋର୍ଟ

ସ୍ବିଜରଲାଣ୍ଡର ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ବର୍ଷ ୨୦୨୨ ପାଇଁ ବିଶ୍ବର ଏୟାର କ୍ବାଲିଟି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ବିଶ୍ବର ୫୦ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୩୯ଟି ଅଛି । ଏହି ତାଲିକାରେ ଓଡ଼ିଶାର ତାଳଚେର ରହିଛି । ତାଳଚେର ସମ୍ପର୍କରେ

ନିଆଁ ଲାଗିଥିବା ୯୮ ପ୍ରତିଶତ ଅଞ୍ଚଳ ଉପରେ ଅନୁଧ୍ୟାନ କରାଯାଉଛି

ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଆଜି ପ୍ରଶ୍ନକାଳରେ ଉଠିଛି ଜଙ୍ଗଲ ନିଆଁ ପ୍ରସଙ୍ଗ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଜଙ୍ଗଲ ଜଳୁଛି ମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି। ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ବି ସମାନ ପ୍ରସଙ୍ଗ

ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ସହଯୋଗ କରିବେନି ଅଟୋ ଚାଳକ

ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଅଟୋ ମହାସଂଘ। ଆନ୍ଦୋଳନରୁ ଡ୍ରାଇଭର ଆସୋସିଏସନ ଓହରିବାକୁ ସଂଘ କହିଥିବା ବେଳେ ଆସନ୍ତାକାଲି ଆନ୍ଦୋଳନରେ ସହଯୋଗ କରିବେ ନାହିଁ ବୋଲି ସଂଘ କହିଛି। ଏନେଇ ନିଖିଳ ଓଡ଼ିଶା ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ

ମନ ଇଛା ଔଷଧ ନଖାଇବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଇନ୍‌ଫ୍ଲୁଏଞ୍ଜା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମନଇଛା ଔଷଧ ନଖାଇବାକୁ ପରାମର୍ଶ ଦେଲେ । ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍‌,ଷ୍ଟେରଏଡ୍ ଖାଆନ୍ତୁନି । ଲକ୍ଷଣ ବଢୁଥିବାରୁ ଆଇଏଲଏସ୍ ସର୍ଭେଲାନ୍ତ୍ର ବଢାଯିବ । କୋଭିଡ୍ ଓ ଏଚ୩ଏନ୨ ଭାଇରସର ଲକ୍ଷଣ ପ୍ରାୟେ

ଅର୍ଚ୍ଚନା ନାଗ୍ କେସର ଷ୍ଟାଟର୍ସ ରିପୋର୍ଟ ମାଗିଲେ ହାଇକୋର୍ଟ

ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି । ତଦନ୍ତର ଅଗ୍ରଗତି ନେଇ ଷ୍ଟାଟର୍ସ ରିର୍ପୋଟ ମାଗିଲେ ହାଇର୍କୋଟ । ତଦନ୍ତକାରୀ ଅଧିକାରୀଙ୍କୁ ଷ୍ଟାଟର୍ସ ରିର୍ପୋଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୟାପଲ୍ଲୀ ଥାନା ଅକ୍ଷୟ ପରିଜାଙ୍କ ମାମଲା ନେଇ ରିପୋର୍ଟ ମାଗିଲେ ।

୧୦ ବର୍ଷରେ ଓଡିଶାରେ ମରିଛନ୍ତି ୭୮୪ ହାତୀ

ଗତ ୧୦ ବର୍ଷ ଭିତରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ । ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ଆଖି ବୁଜିଥିବାବେଳେ, ହାତୀ ଆକ୍ରମଣରେ ୯୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

୩ ବର୍ଷରେ ୭୫୦ ରାସ୍ତା ନିର୍ମାଣ ଶେଷ

ଗତ ୩ ବର୍ଷରେ (୨୦୨୦-୨୦୨୩) ମଧ୍ୟରେ ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ ଟି ରାସ୍ତା ନିର୍ମାଣ ହୋଇଛି। ସେହିଭଳି ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ଟି