୩ ବର୍ଷରେ ୭୫୦ ରାସ୍ତା ନିର୍ମାଣ ଶେଷ
ଗତ ୩ ବର୍ଷରେ (୨୦୨୦-୨୦୨୩) ମଧ୍ୟରେ ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ ଟି ରାସ୍ତା ନିର୍ମାଣ ହୋଇଛି।
ସେହିଭଳି ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ଟି!-->!-->!-->…
