Odia News Portal
Browsing Tag

odishanews

ଏମ୍‌ସ ପିଜି ଏଣ୍ଟ୍ରାନ୍ସ ଘୁଞ୍ଚିଲା

ଭୁବନେଶ୍ୱର: ଏମ୍‌ସ ପିଜି ଏଣ୍ଟ୍ରାନ୍ସ ଘୁଣ୍ଟଲା । ଜୁନ୍ ୧୬ରୁ ୨୧ ଯାଏ ହେବାକୁ ଥିଲା ଏହି ପରୀକ୍ଷା । ତେବେ ପରୀକ୍ଷା କେବେ ହେବ ତାହା ସ୍ପଷ୍ଠ ହୋଇନାହିଁ । ତେବେ ଏନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ଦେଲେ ଭୁବନେଶ୍ୱର ଏମ୍‌ସ…

ଆଜି ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ୧୦୩ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ସଂକ୍ରାନ୍ତିରେ ଜନ୍ମ ହୋଇଥିଲେ ଆଉ ସଂକ୍ରାନ୍ତିରେ ଇହଲିଳା ସମ୍ବରଣ କରିଥିଲେ । କଥା ସମ୍ରାଟ ଫକିର ମୋହନ ସେନାପତି ୧୮୪୩ ମସିହା ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିବାବେଳେ ୧୯୧୮ ମସିହା ରଜ ସଂକ୍ରାନ୍ତି ଦିନ ପରଲୋକ ଗମନ କରିଥିଲେ। ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ ଓ…

କରୋନା ଲାଗି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପରବର୍ତ୍ତୀ ସମୟରେ…

ରଜ ପାଳିଲେ ସୁର

ଭୁବନେଶ୍ୱର: ଆଜି ହେଉଛି ଓଡ଼ିଶାର ଗଣପର୍ବ ରଜ । ଗାଁରୁ ସହର ସବୁଠି ହୋଇ ଉଠିଛି ଉତ୍ସବ ମୁଖର । କୋଭିଡ କଟକଣା ମଧ୍ୟରେ ସମସ୍ତେ ପାଳନ କରିଛନ୍ତି ଏହି ପର୍ବ । ପାଠ,ପିଠା ଖାଇ ଦୋଳି ଖେଳିଛନ୍ତି ଲୋକେ । ତେବେ ଏହାରି ଭିତରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସୋମବାର ଦିନ ନିରାଡମ୍ବର ଭାବେ…

ଆସନ୍ତାକାଲି ଶୀତଳ ଷଷ୍ଠୀ

ଭୁବନେଶ୍ୱର: ଆସନ୍ତାକାଲି ହେଉଛି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବିବାହ । ମହାଦେବ ଶିବଙ୍କ ସହ ଗିରି ନନ୍ଦିନୀ ପାର୍ବତୀଙ୍କ ବିବାହ । ଏଥି ଲାଗି ଚଳ ଚଞ୍ଚଳ ହୋଇ ଉଠିଛି ସମ୍ବଲପୁର । ଏଠାରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ଚଳିତ ବର୍ଷ ଟିକେ ଫିକା ପଡିଛି । ତେବେ କରୋନା କଟକଣାକୁ ମାନି…

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ତେବେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୮ଟି…

ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ୩ ଅଟକ

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ତେବେ ଦୁଷ୍କର୍ମ କରିବା ସହ ଭିଡିଓ ଉଠାଇଲେ ନରପିଚାଶ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ପିଡିତାଙ୍କ ବାପା ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଡିତ ୩ଜଣଙ୍କୁ ଅଟକ…

ନିର୍ମାଣ ହୋଇନି ନୂଆ ବ୍ରିଜ, ପୁରୁଣାକୁ ଭାଙ୍ଗି ଦେଲା ପ୍ରଶାସନ

ଭଦ୍ରକ: ନୂଆ ବ୍ରିଜ ନିର୍ମାଣ ପାଇଁ ଭଙ୍ଗା ହେଲା ପୁରୁଣା ବ୍ରିଜ । ଭଦ୍ରକ କୁଆଁସ ସ୍ଥିତ ସାଳନ୍ଦୀ ନଦୀ ଉପରେ ଥିବା ଅର୍ଜୁନ ବ୍ରିଜକୁ ଭଙ୍ଗା ହେବାକୁ ବିତିଗଲାଣି ପ୍ରାୟ ୮ ମାସ । କିନ୍ତୁ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ନୂଆ ବ୍ରିଜ କାମ । ବ୍ରିଜ ଭାଙ୍ଗିିବାର ଆବଶ୍ୟକ ନଥାଇ ମଧ୍ୟ ରାତା ରାତି…

ବ୍ରିଜ ଫଟାଇଦେଲେ ବାଲି ମାଫିଆ

ଧର୍ମଶାଳା : ଫାଟିକି ଆଁ କଲାଣି ଦୀର୍ଘ ୧୫ ବର୍ଷର ବ୍ରିଜ୍‌ । ଏଭଳି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କାଏମା ବ୍ରିଜ୍‌ର । ଗତ କିଛି ଦିନ ହେଲାଣି ଉତରପ୍ରତାପ ବାଲିଘାଟରୁ ଆରଡି ରୋଡରେ ଏହି ବ୍ରିଜ ଦେଇ ଟ୍ରିପ୍‌୍ ଟ୍ରିପ୍ ବାଲି ନେଇ ଯାତାୟତ କରୁଛନ୍ତି ବାଲି ମାଫିଆ ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ରବିବାର ମଧ୍ୟ ରାତ୍ରରେ ଏକ କ୍ୟାମ୍ପର ଅଜଣା ୧୨ଚକିଆ ଟ୍ରକ ପଛରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ କ୍ୟାମ୍ପରରେ ଥିବା ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ…