Odia News Portal
Browsing Tag

P

ବାଜିରେ ଲାଗିଛି ସାଂସଦ ଓ ମନ୍ତ୍ରୀଙ୍କ ପତିଆରା

ଭୁବନେଶ୍ୱର() ରାଜ୍ୟରେ ଅନୁଷ୍ଠିତ ହେଉଥିବା ଦୁଇଟି ଉପନିର୍ବାଚନରେ ଏବେ ପ୍ରାର୍ଥୀ ଓ ଦଳ ସହିତ ସାଂସଦ ଓ ମବୀଙ୍କ ପତିଆରା ମଧ୍ୟ ବାଜିରେ ଲାଗିଛି । ଉପନିର୍ବାଚନ ହେଉଥିବା ଦୁଇ ଜିଲ୍ଲାରୁ ଜଣେ କରି ମବୀ ଥିବାବେଳେ ଦୁଇ ଦଳ ହରାଇଥିବା ଆସନରେ ମଧ୍ୟ ଉଭୟ ଦଳର ସାଂସଦମାନେ ଅଛନ୍ତି । ତେଣୁ…

ପାର୍ବଣ ଋତୁ ଲାଗି ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର() ପାର୍ବଣ ଋତୁରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ଯେ, ‘ପାର୍ବଣ ସମୟରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢିଥାଏ । ସେଥିପାଇଁ ୧୫ ଦିନିଆ ଡ୍ରାଇଭ ଆରମ୍ଭ ହୋଇଛି । ୱାରେଣ୍ଟି, ଜୁଆ ଓ ଅବକାରୀ ନେଇ…

ରାଜଧାନୀରେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର() ରାଜଧାନୀରେ ଏବେ ଜଣେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା । ନେତ୍ରୀ ଜଣଙ୍କ ଗୋଟିଏ ଦଳର ପଦ ପଦବୀରେ ଅଛନ୍ତି । ହେଲେ ତାଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକ ଧର୍ଷଣ ଅଭିଯୋଗରେ ଜେଲ୍‍ରେ ଥିବାବେଳେ ପତିଙ୍କ ସହିତ ତାଙ୍କର ୨୦ଲକ୍ଷ ଟଙ୍କା ମୁଚାଲିକାରେ ଛାଡପତ୍ର ହୋଇ ଯାଇଛି । ସେହିଭଳି…

ପିୟୂଷ ଗୋୟଲଙ୍କୁ ପାଶଓ୍ବାନଙ୍କ ଦାୟିତ୍ବ

ନୂଆଦିଲ୍ଲୀ() ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନଙ୍କ ପରଲୋକ ହୋଇଛି । ତାଙ୍କ ଦେହାନ୍ତ ପରେ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଏହି ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିୟୂଷ ଗୋୟଲଙ୍କୁ ଏହି…

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଛି ।  ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ନିଆଁ ଲାଗିଛି ।  ଏନେଇ ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।   ତେବେ ଖବର ଲେଖା ସୁଦ୍ଧା…

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର() ଓଡ଼ିଶା ପ୍ରଶାସନିକ ସ୍ତରରେ ୮ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । କିଶୋର ଚନ୍ଦ୍ର ଦାସ ହୋଇଛନ୍ତି ବାଣିଜ୍ୟ ଓ ପରିବହନ ଯୁଗ୍ମ ସଚିବ । ସେହିପରି ପୁରନ୍ଦର ଧରୁଆ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଯୁଗ୍ମ ସଚିବ, ଶୁଭ୍ରା ମହାନ୍ତି ସମବାୟ ବିଭାଗର ଯୁଗ୍ମ ସଚିବ, ସଙ୍ଘମିତ୍ରା…

ଏଣିକି ଆଉ ହେବନି ଜମିଜମା ସମସ୍ୟା

ଭୁବନେଶ୍ୱର() ଜମିଜମାକୁ ନେଇ ବିଭିନ୍ନ ସମୟରେ ଆପତ୍ତି ଓ ଅଭିଯୋଗ ଦେଖିବାକୁ ମିଳେ । ଏହା ଘରୋଇ ହେଉ ବା ସରକାରୀ । ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ସ୍ଥାପନ ହେଲା ଓଡିଶା Odisha Real Estate Appellate Tribunal । ଏହା ଜରିଆରେ ଦୀର୍ଘଦିନ ଧରି ପଡି ରହୁଥିବା ମାମଲାର ହେବ…

ଏହି ରାଜ୍ୟରେ ବ୍ୟାନ ହେଲା ପତଞ୍ଜଳିର କରୋନା ଔଷଧ

ମହାରାଷ୍ଟ୍ର() ରାମଦେବଙ୍କ ପାଇଁ ଧିରେ ଧିରେ ଅଡ଼ୁଆ ବଢ଼ିବାରେ ଲାଗିଛି । ରାଜସ୍ଥାନ ପରେ ମହାରାଷ୍ଟ୍ରରେ ବି ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ ବ୍ୟାନ ହୋଇଛି । ଆୟୁଷ ମନ୍ତ୍ରାଳୟ ମଧ୍ୟ ଏହି ଔଷଧ ଉପରେ ଆପତ୍ତି କରିସାରିଛି । ଏହି ଔଷଧ ଉପରେ କୌଣସି କ୍ଲିନିକାଲ ଟ୍ରାଏଲର ସୂଚନା…

ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ ପଡ଼ିଲା ଆଳୁ, ପିଆଜ ଓ ତେଲ

ନୂଆଦିଲ୍ଲୀ() ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସୂଚନା ଦେଇ କହିଛନ୍ତି ଯେ କୃଷକ ନିଜ ସାମଗ୍ରୀ ଯେକୌଣସି ଠାରେ ବିକ୍ରି କରିପାରିବେ । ଦେଶର ଯେକୌଣସି…