ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ
					
ରାଜ୍ୟରେ ଥମୁନି ଅଣ୍ଡାମାଡର ରାଜନୀତି । ଦିନକୁ ଦିନ ବଢିଚାଲିଛି ଅଣ୍ଡାମାଡ । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିଦିନ ନେତା ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାରିବା ଘଟଣା ସାମ୍ନାକୁ ଆସୁଛି ।ଏହି ଅଣ୍ଡା ରାଜନୀତିରେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ନେତା ମନ୍ତ୍ରୀ ମାନେ ।
ମମିତା ମେହେର ହତ୍ୟା!-->!-->!-->…				
						 
						 
			