Odia News Portal
Browsing Tag

pakeage

ଆଦିମ ଜନଜାତିଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ ‘ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ…

କରେନା କ୍ଷତିଗ୍ରସ୍ତଙ୍କ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: କରୋନା କାଳରେ କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କୋଭିଡ କ୍ଷତିଗ୍ରସ୍ତଙ୍କ ଲାଗି ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ର ଲାଗି…

ଦୁଗ୍ଧ ଚାଷୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ଲାଗି ସମସ୍ତଙ୍କ ବେପାର ମାନ୍ଦା ହୋଇଛି । ତେବେ ଏଭଳି ସ୍ଥଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମସ୍ତ ବର୍ଗର ଲୋକଙ୍କ ଲାଗି ସହାୟତା ରାଶି ଘୋଷଣା କରୁଛନ୍ତି । ଏହାରି ଭିତରେ ଅନେକ ବର୍ଗର ଲୋକ ତଥା ଚାଷୀ, ଉଠା ଦୋକାନୀ ଓ ନିର୍ମାଣ ଶ୍ରମିକଙ୍କ ଲାଗି ସହାୟତା ରାଶି…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା, ଚାଷୀଙ୍କ ଲାଗି ବଡ଼ ସହାୟତା

ଭୁବନେଶ୍ୱର: କୋଭିଡ଼ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ…

କୋଭିଡ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: କୋଭିଡ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ପଶ୍ଚିମ ଓଡ଼ିଶା ଲାଗି ୨୫ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୧୧ଟି ଜିଲ୍ଲା ଉପକୃତ ହେବେ । ସମ୍ବଲପୁର, କଳାହାଣ୍ଡି,ଦେବଗଡ଼,ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା,ଅନୁଗୁଳ, ବୌଦ୍ଧ,ବଲାଙ୍ଗିର,ବରଗଡ଼ ଓ…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଘୋଷଣା

ଭୁବନେଶ୍ୱର: ବାତ୍ୟା ପ୍ରଭାବିତଙ୍କ ଲାଗି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍‌ତ୍ରୀ ନବୀନ ପଟ୍ଟନାୟକ । ୩୩%ବା ତାଠାରୁ ଅଧିକ ଫସଲ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା । ୩୩% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ…

ବୁଲା ପଶୁଙ୍କ ଲାଗି ୬୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲାଗି ରହିଛି ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ । ତେବେ ଏଭଳି ସ୍ଥଳେ ବୁଲା ପଶୁଙ୍କ ଲାଗି ଦରଦୀ ବନ୍ଧୁ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଣିଷଙ୍କ ଭଳି ପଶୁଙ୍କ ଦୁଃଖ ସୁଖ ମଧ୍ୟ ବୁଝିଛନ୍ତି ସେ । ଏହି କରୋନା କାଳରେ ବୁଲା ପଶୁଙ୍କ ଲାଗି ୬୭ ଲକ୍ଷ ୫୦ ହଜାର ଟଙ୍କା…