Odia News Portal
Browsing Tag

panchayat election 2022

ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କଲା ବିଜେପି

ଭଦ୍ରକ: ଭଦ୍ରକରେ ସବୁ ସୀମା ଟପିଗଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ…

ତୃତୀୟ ପର୍ଯ୍ୟାୟ ମତଦାନ ଶେଷ: ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସିଲ୍ ହୋଇଛି ୧୩ଶହ ୮୨ ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ସୁରୁଖୁରୁରେ ମତଦାନ…

ଯାଜପୁର ଜିଲ୍ଲା ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ । ଧର୍ମଶାଳା ଥାନା ପୋଲିସ ୩ ଜଣ, ଯାଜପୁର ସଦର ଥାନା ପୋଲିସ ୩ ଜଣ ଓ ମଙ୍ଗଳପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ଜିଲ୍ଲା ପୋଲିସର ସ୍ପେଶାଲ ଟିମ ଚଢ଼ାଉ କରି ଏହି ୯ ଅଭିଯୁକ୍ତକୁ ଗିରଫ କରିଛି । ଯାଜପୁର…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ

ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ। ଭୋଟ ହାର ରହିଛି ୭୭.୨% । ବୌଦ୍ଧରେ ସର୍ବାଧିକ ୮୪.୭% ମତଦାନ ରେକର୍ଡ କରାଯାଇଛି। ଗଞ୍ଜାମରେ ସର୍ବନିମ୍ନ ୬୪.୯୬% ମତଦାନ ହୋଇଛି। ଦେବଗଡ଼ରେ ୮୩.୭୫%, ଅନୁଗୁଳରେ ୮୨.୬% ଓ ଝାରସୁଗୁଡ଼ାରେ ୮୨.୧ପ୍ରତିଶତ ମତଦାନ ହୋଇଛି। ଖୋର୍ଦ୍ଧାରେ…

ନିର୍ବାଚନ ଖବର ସଂଗ୍ରହ ବେଳେ ୪ ସାମ୍ବାଦିକଙ୍କୁ ଆକ୍ରମଣ

କଣାସ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବାବେଳେ ବଡ଼ାଲ ପଞ୍ଚାୟତ ୫,୭ ଓ ୮ ନଂ ବୁଥ୍କୁ ରିଗିଂ କରିବାକୁ ଉଦ୍ୟମ କରୁଥିବାବେଳେ ଉଭୟ ପକ୍ଷ ମୁହାଁ ମୁହିଁ ହୋଇଥିଲେ । ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ…

ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଗତକାଲି ସନ୍ଧ୍ୟାରୁ ସରିଛି ପ୍ରଚାର । ରାଜ୍ୟର ୧୮୬ଟି ଜିଲ୍ଲା ପରିଷଦ ଜୋନ ଓ ୧୫୧୪ ପଞ୍ଚାୟତରେ ଭୋଟଗ୍ରହଣ ହେବ । ୨୦ ହଜାର ୪୩୬ଟି ଓ୍ବାର୍ଡମେମ୍ବର ଆସନ ପାଇଁ ହେବ ଜନମତ । ଏଥିପାଇଁ ପ୍ରସ୍ତୁତ ହୋଇଛି ବୁଥ୍ । ଆଜି…

ନାଏବ ସରପଞ୍ଚ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୧…

23ଟି ସ୍ଥାନରେ ନିର୍ବାଚନ ବନ୍ଦ

ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ 23ଟି ସ୍ଥାନରେ ନିର୍ବାଚନ ବନ୍ଦ ରହିଛି । ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ, 3 ଜଣ ପଞ୍ଚାୟତ ସମିତି ପ୍ରାର୍ଥୀ, 6 ଜଣ ସରପଞ୍ଚ ପ୍ରାର୍ଥୀ, 13 ଜଣ ଓ୍ବାର୍ଡମେମ୍ବର…

ବଳପୂର୍ବକ ଭୋଟଦାନ କରି ଯୁବକ ଗିରଫ

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଯାଜପୁରରେ ବଳପୂର୍ବକ ଭୋଟଦାନ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୁବକଙ୍କୁ ଗିରଫ କରିଛି ପୋଲିସ । ବିଚିତ୍ରପୁର ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ଘଟିଛି ଏହି…