Odia News Portal
Browsing Tag

panchayat election 2022

ପଞ୍ଚାୟତ ଫଳାଫଳ: ୮୨୯ ଜୋନରୁ ୭୪୩ ଜୋନରେ ବାଜି ମାରିଲା ବିଜେଡି

ପଞ୍ଚାୟତ ନିର୍ବାଚନରେ ବିଜେଡିର ବୃହତ୍ତ ବିଜୟ । ଭାଙ୍ଗିଲା ସବୁ ରେକର୍ଡ। ମାଟି କାମୁଡ଼ିଲେ ବିରୋଧୀ । ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ୮୨୯ ଜୋନ୍ ମଧ୍ୟରୁ ୭୪୩ଟି ଜୋନରେ ବିଜେଡି ବାଜିମାତ୍ କରିଛି । ବିଜେପି ଖାତାକୁ ମାତ୍ର ୪୨ ଆସନ ଆସିଥିବାବେଳେ ୩୭ଟି ଜୋନ ହାତେଇଛି କଂଗ୍ରେସ ।…

୬୨୦ ଜିଲ୍ଲା ପରିଷଦରୁ ୫୫୪ରେ ଆଗୁଆ ବିଜେଡି

ପଞ୍ଚାୟତ ଭୋଟ୍‌ରେ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ଲେଖିବାକୁ ଯାଉଛି ଶାସକ ଦଳ । ଆଜି ଭୋଟ୍‌ ଗଣତିର ଦ୍ୱିତୀୟ ଦିନ । ୮୫୩ ଜିଲ୍ଲା ପରିଷଦ ଜୋନରୁ ୬୨୦ରେ ଗଣତି ଚାଲିଛି କିମ୍ବା ସରିଗଲାଣି । ସେଥିରୁ ୫୫୪ଟିରେ (୮୯%) ବିଜେଡି ଆଗୁଆ ରହିଛି । କଂଗ୍ରେସ ୨୯ଟିରେ ବିଜୟ ଲାଭ…

ପ୍ରଥମ ଦିନର ଗଣତିରେ ମୋଟ ୩୧୫ଆସନରୁ ୨୮୨ ଆସନରେ ବିଜେଡିର ବାଜିମାତ୍

ରାଜ୍ୟରେ ଆଜି ଦ୍ୱିତୀୟ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟଗଣତି ଜାରି ରହିଛି । ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟଗଣତି କରାଯାଇଥିଲା । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ…

ପଞ୍ଚାୟତ ଫଳାଫଳ ଆସିଲା ୩୧୫ ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମସ୍ତ…

ଖୋଲିବ ଷ୍ଟ୍ରଙ୍ଗରୁମ୍, ଗଣାହେବ ବାଲାଟ

କିଏ ମାରିବ ପଞ୍ଚାୟତ ବାଜି? କିଏ ଜିତିଛି ଜନତାଙ୍କ ଦିଲ୍ । କାହାକୁ ୫ ବର୍ଷ ପାଇଁ ସାଥି କରିଛନ୍ତି ଭୋଟର । ଆଉ କିଛି ସମୟ ପରେ ଖୋଲିବ ଷ୍ଟ୍ରଙ୍ଗରୁମ୍ ଗଣାହେବ ବାଲାଟ । ୮ ଟାରୁ ଆରମ୍ଭ ହେବ ପଞ୍ଚାୟତ ଭୋଟ୍ ଗଣତି । ଆଜିଠୁ ୩ ଦିନ ଧରି ଭୋଟ ଗଣତି କରାଯିବ । ଆଜି ୩୧୪ ବ୍ଲକରେ ୩୧୫ ଜିଲ୍ଲା…

ଆସନ୍ତାକାଲିଠାରୁ ରାଜ୍ୟରେ ଭୋଟ ଗଣତି

ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ କାଉଣ୍ଟିଂ । ଆସିବ ପ୍ରାର୍ଥୀଙ୍କ ନିର୍ବାଚନ ଭାଗ୍ୟ ଫଳ । ରାଜ୍ୟର ୩୧୪ ବ୍ଲକରେ ଜିଲ୍ଲା ପରିଷଦ ଜୋନଓ୍ୱାରୀ ଗଣତି ଏବଂ ଫଳାଫଳ ବାହାରିବ । ପ୍ରଥମ ଦିନରେ ସକାଳ ୮ଟାରୁ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ଆରମ୍ଭ ହେବ । ଦ୍ବିତୀୟ ଦିନରେ ୩୦୭ ଜୋନ୍ ଏବଂ ଶେଷ…

ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ରାଜ୍ୟରେ ଶେଷ ହୋଇଛି ଅନ୍ତିମ ତଥା ପଞ୍ଚମ ପର୍ୟ୍ୟାୟ ମତଦାନ । ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଶେଷ ହୋଇଛି । ଅନ୍ତିମ ପର୍ୟ୍ୟାୟରେ ନିର୍ବାଚନରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ନେତା ବାଛିଛନ୍ତି ଜନତା । ଦିନ ସାଢେ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନ…

ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ

ଆସନ୍ତାକାଲି ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ। ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେବେ ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ହଜାର ୫୧୪ ବୁଥ୍‌ ପ୍ରସ୍ତୁତ କରାଯାଇଛି। ମୋଟ…

ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ

ସୁରୁଖୁରୁରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନରେ ସରିଛି ଭୋଟ୍ ଗ୍ରହଣ । ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ଚତୁର୍ଥ ପର୍ୟ୍ୟାୟ ନିର୍ବାଚନରେ…

୧୨ଟା ସୁଦ୍ଧା ୪୫ପ୍ରତିଶତରୁ ଅଧିକ ମତଦାନ

ରାଜ୍ୟରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ୧୨ଟା ସୁଦ୍ଧା ୪୫ପ୍ରତିଶତରୁ ଅଧିକ ମତଦାନ ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ବାଲଟ ପେପର ତ୍ରୁଟି ଯୋଗୁଁ କେନ୍ଦ୍ରାପଡା ଓ ଯାଜପୁରରେ ନିର୍ବାଚନ ବାତିଲ…