Odia News Portal
Browsing Tag

papu pom pom

କମେଡି କିଙ୍ଗ ପପୁ ଙ୍କ ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”

ଅପ୍ରେଲ ୧୫ଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ "ଟାଉଟର ପ୍ରୋ"। ପମ୍ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ । କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପୂର୍ବରୁ ପପୁଙ୍କ ଅଭିନୀତ "ହ୍ୟାଲୋ ରାବଣ"କୁ…

ପୂଜାରେ ‘ଅଜବ ଗାଁର ଗଜବ କଥା’

ଭୁବନେଶ୍ୱର: ଏଥରକ ଦୁର୍ଗାପୂଜାରେ ହସିବେ ଓଡ଼ିଆ ଦର୍ଶକ । ହସି ହସି ବେଦମ କରାଇବା ଲାଗି ଆସୁଛନ୍ତି କମେଡି କିଙ୍ଗ ପପୁ ପମପମ । ପୂଜାରେ ରିଲିଜ୍ ହେବାକୁ ଯାଉଛି ପପୁ ପମପମଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର । ଫିଲ୍ମଟି ଆସନ୍ତା ୧୫ ତାରିଖରେ ରିଲିଜ ହେବ । ଫୁଲ କମେଡି ସାଙ୍ଗକୁ…

କୋର୍ଟକୁ ଟଣାହେବେ ପପୁ

ଭୁବନେଶ୍ୱର()  ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପୋଷ୍ଟରରେ ବିବାଦୀୟ ହୋଇପଡିଥିବା ପପୁ ପମପମ ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଫସିବାରେ ଲାଗିଛନ୍ତି । ପୋଲିସ ତଦନ୍ତର ସମ୍ମୁଖିନ ହେବାକୁ ଯାଉଥିବା ପପୁ ପମପମ ଏବେ ପୁଣି ଆଥଲେଟ ଦୂତି ଚାନ୍ଦଙ୍କ ପକ୍ଷରୁ ଏକ ମାନହାନି ମକଦମାର ମଧ୍ୟ ସମ୍ମୁଖୀନ…