Odia News Portal
Browsing Tag

paraolympics

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ଅବନୀ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଛି ପାରାଅଲିମ୍ପିକ୍ସ । ରବିବାର ଜାତୀୟ କ୍ରୀଡ଼ାଦିବସରେ ଭାରତ ୩ଟି ପଦକ ଜିତିଥିବା ବେଳେ ଆଜି ୪ଟି ପଦକ ଜିତିଛି ଭାରତ । ସବୁଠାରୁ ଖୁସିର କଥା ହେଉଛି କି, ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ଅବନୀ ଲଖେର । ୧୯ ବର୍ଷୀୟ ସୁଟର ମହିଳା ୧୦…

ପାରାଲିମ୍ପିକ୍ସ ମହିଳା ଟେବୁଲ୍ ଟେନିସ୍ ଫାଇନାଲ୍‌ରେ ଭାବିନା ପଟେଲ

ଇତିହାସ ରଚିଲେ ଭାରତର ପାରା ଟେବୁଲ ଟେନିସ୍ ଖେଳାଳି ଭାବିନା ପଟେଲ। ପାରାଲିମ୍ପିକ୍ସରେ ମହିଳା ଟେବୁଲ ଟେନିସ୍ ଫାଇନାଲ୍‌ରେ ଭାବିନା ପହଞ୍ଚି ଦେଶ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି। ସେମି ଫାଇନାଲ୍‌ରେ ଚୀନ ଖେଳାଳି ମିୟାଓ ଝାଙ୍ଗଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି…