Odia News Portal
Browsing Tag

petrol price

୧୨ ଦିନରେ ୧୦ ଥର ବଢ଼ିଲା ତୈଳ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ୧୨ ଦିନରେ ୧୦ ଥର ବଢ଼ିଛି ତୈଳ ଦର । ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ମୁମ୍ବାଇରେ ପେଟ୍ରୋଲ ୧୧୭.୫୭ ଓ ଡିଜେଲ୍ ୧୦୧.୭୯ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ ୧୦୨.୬୧ ଓ ଡିଜେଲ୍ ୯୩.୮୭ ଟଙ୍କା ରହିଛି…

ମାର୍ଚ୍ଚ ୮ ପରେ ଦେଶରେ ୧୩ ଟଙ୍କା ବୃଦ୍ଧି ପାଇପାରେ ତୈଳ ଦର

ଋଷ-ୟୁକ୍ରେନ ମଧ୍ୟରେ ଜାରି ଘମାଘୋଟ ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ସତ କିନ୍ତୁ ଏହା ଦ୍ୱାରା ସାରା ବିଶ୍ୱରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଏହି ଯୁଦ୍ଧ ଫଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଦୀର୍ଘ ସାତବର୍ଷ ପରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦…

ତେଲ ଦର ନକମିଲେ୧୫ରେ ଓଡ଼ିଶା ବନ୍ଦ

ବ୍ରହ୍ମପୁର: ପେଟ୍ରୋଲ ଓ ଡିଜେଲ୍‌ ଦର ଦିନ କୁ ଦିନ ବଢ଼ି ଚାଲିଛି। ତେବେ ତେଲ ଦର ନକମିଲେ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯିବା କଥା କହିଛି କଂଗ୍ରେସ । ବ୍ରହ୍ମପୁରରେ ଆୟୋଜିତ ସହିଦ୍‌ ଦିବସ ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି ପିସିସି ସଭାପତି…

ପେଟ୍ରୋଲ୍‌ରେ ୬% ଓ ଡିଜେଲ୍‌ରେ ୨% ଭାଟ୍ ବୃଦ୍ଧି

ଭୁବନେଶ୍ୱର() ତୈଳ ଦର ଉପରେ ରାଜ୍ୟ ସରକାର ବଢାଇଲେ ଭାଟ୍ । ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଯଥାକ୍ରମେ ୬ ଓ ୨ ପ୍ରତିଶତ ଭାଟ୍ ବୃଦ୍ଧି କରିଛନ୍ତି ସରକାର । ଏହାଦ୍ୱରା ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩ଟଙ୍କା ୧୧ ପଇସା ଓ ଡିଜେଲ୍ ଦର ୧ଟଙ୍କା୦୩ ପଇସା ବୃଦ୍ଧି ପାଇବ । ପେଟ୍ରୋଲ୍ ଉପରେ ରାଜ୍ୟ…

ପେଟ୍ରୋଲ ୭୦ ଟଙ୍କା ତଳକୁ ଖସିଲା

ଭୁବନେଶ୍ୱର: ଦୀର୍ଘ ଦିନ ପରେ ରାଜଧାନୀରେ ପେଟ୍ରୋଲ ୭୦ ଟଙ୍କା ତଳକୁ ଖସିଛି। ଶୁକ୍ରବାର ଏହା ଲିଟର ପିଛା ୬୯.୮୭ରେ ବିକ୍ରି ହେଉଥିଲା। ତେବେ ଡିଜେଲ ଏବେ ମଧ୍ୟ ୭୦ ଟଙ୍କା ଉପରେ ରହିଛି। ଶୁୁକ୍ରବାର ଏହାର ମୂଲ୍ୟ ଲିଟର ପିଛା ୭୦.୨୩ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର…