Odia News Portal
Browsing Tag

Petrol

ଦିଲ୍ଲୀକୁ ମନା ପେଟ୍ରୋଲ, ଡିଜେଲ ଗାଡି

ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲରେ ଏବେବି ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜିଠାରୁ ଲାଗୁ ହେଲା କଡା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିବ ଅନୁମତି ।…

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଉପନିର୍ବାଚନ ପରାଜୟ ପରେ ବୁଦ୍ଧି ଶିଖିଲେ କେନ୍ଦ୍ର ସରକାର । ତୈଳ ଦର ଉପରୁ ଏକସାଇଜ୍ ଡ୍ୟୁଟି କମାଇଛି କେନ୍ଦ୍ର । ପେଟ୍ରୋଲ ଓ ଡିଜେଲ ଦର କମିଛି । ଫଳରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ…

ଜାଣନ୍ତୁ ଆଜି କେଉଁଠି କେତେ ଟଙ୍କା ଅଛି ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ହୁ ହୁ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ସବୁଠି ପ୍ରାୟ ୧୧୦ ଉପରେ ରହିଛି ପେଟ୍ରୋଲ ଦର । ପେଟ୍ରୋଲ୍ ଓ ଡିଜେଲ୍ ଦରରେ ଲଗାମ ଲାଗୁନି। ମଧ୍ୟ ପ୍ରଦେଶର ବାଲଘାଟରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୮ଟଙ୍କା ୨୫ ପଇସା ହୋଇଛି। ସେହିଭଳି ଏଠାରେ ଡିଜେଲ ଲିଟର ପିଛା ୧୦୭ ଟଙ୍କା…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଦେଶରେ ମହଙ୍ଗାମାଡର ଶିକାର ହେଉଛନ୍ତି ଜନତା । ଲଗାତର ଭାବେ ବଢୁଥିବା ତୈଳ ଦର ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଉଛି । ଦର ହ୍ରାସ ହେବାର ନାଁ ନେଉନି । ଏନେଇ ସମସ୍ତେ ଚିନ୍ତାରେ । ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ…

ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ଲଗାତାର ଭାବେ ବଢିଚାଲିଛି ତୈଳ ଦାମ୍ । ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଆଜି ଦେଶରେ ପୁଣି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଯାହାପରେ ଆଜି…

ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦୁଇ ଦିନ ବିରତି ପରେ ଦ୍ବିତୀୟ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୫.୧୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ ୩୫ ପଇସା…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର : ରବିବାର ଦିନ ପୁଣି ଥରେ ବୃଦ୍ଧି ପାଇଛି ତେଲ ଦର । ଏହାକୁ ମିଶାଇ ଗତ ୬ ଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ରାଷ୍ଟ୍ରାୟତ୍ତ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ ବୃଦ୍ଧି କ୍ରମାଗତ ଚତୁର୍ଥ ଦିନ ହାର ବୃଦ୍ଧି ପାଇଥିବାରୁ ଅକ୍ଟୋବର ୯ରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସାରା ଦେଶରେ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ଇନ୍ଧନ ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ…

ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ନିମ୍ନ ମଧ୍ୟବିତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୋଟିଏ ଦିନ ପରେ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଦରରେ ବୃଦ୍ଧି ଘଟିଛି। ବିଭିନ୍ନ ସ୍ଥାନରେ ତୈଳଦର ୨୫ ରୁ ୨୮ ପଇସା ଲେଖାଏଁ ବୃଦ୍ଧି…

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା, ଜଣେ ମୃତ, ଜଣେ ନିଖୋଜ

ଭୁବନେଶ୍ୱର() ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଆସିଲା ଆଉ ଏକ ଦୁଃଖଦ ଖବର । ଗତକାଲି ଗୁରୁତର ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।…