Odia News Portal
Browsing Tag

political news odisha

୧୦୬ ଦୋକାନ ଗୃହ ବାଣ୍ଟିଲେ ମନ୍ତ୍ରୀ ପ୍ରତାପ ଜେନା

କଟକ: ୧୦୬ ଦୋକାନ ଗୃହ ବଣ୍ଟନ । ସରକାରୀ ଭାବେ ଦୋକାନୀଙ୍କୁ ୧୦୬ଟି ଦୋକାନ ଗୃହ ବଣ୍ଟନ କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଆନୁଷ୍ଠାନିକ ଭାବେ ଏହି ଦୋକାନ ଗୃହ ବଣ୍ଟନ କରିଛନ୍ତି । କଟକ ସହର ଭିତରେ ୫ଟି ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ଥିବା ବେଳେ ସେଠାରେ

ସୁବାଷ ନୁହେଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ପ୍ରଦୀପ୍ତ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ କହିଛନ୍ତି, ସୁବାଷ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ,ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ

ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ

ବୌଦ୍ଧ: ଜଙ୍ଗଲରେ ପୁଣି ନିଆଁ ଲଗାଇ ୨ ଗିରଫ । ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲର ଘଟଣା । ସେମାନଙ୍କ ନିକଟରେ ଅନେକ ସାମଗ୍ରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ମାଧପୁର କଲୋନୀ ସାହିର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ମୁଣ୍ଡେଶ୍ୱର ସଂରକ୍ଷିତ

ଆରମ୍ଭରୁ ହଟ୍ଟଗୋଳ,୧୧ଟା ୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ଆଜି ପୁଣିଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଉଭୟ ଶାସକ-ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଯାହାଫଳରେ ଆଜି ବି ପ୍ରଥମରୁ ଚାଲିପାରିନାହିଁ ଗୃହ ।