Odia News Portal
Browsing Tag

political news odisha

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର: ବିଧାନସଭାରେ ଆରମ୍ଭ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ।ରାଜ୍ୟପାଳ ନିଜ ଅଭିଭାଷଣରେ ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଦେବା ସହିତ କୋଭିଡ ଯୋଦ୍ଧା ଓ ସହିଦ୍ ଯବାନଙ୍କ ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି

ଅଫିସରଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ କଡ଼ା ତାଗିଦ୍

ନୟାଗଡ଼: ଅଫିସରଙ୍କୁ ମନ୍ତ୍ରୀଙ୍କ କଡ଼ା ତାଗିଦ୍।ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା ହେଲେ ବାହାର । ଯେଉଁ ଅଫିସରମାନେ କାମରେ ଅବହେଳା କରୁଛନ୍ତି , ମୋ ସରକାର କାର୍ଯ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ

ଅପରାଜିତାଙ୍କୁ ଆଇନା ଦେଖାଇଲେ ମାନସ ମଙ୍ଗରାଜ

ବାଇ-ଲ ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି । କିନ୍ତୁ ସେ ଜାଣିଛନ୍ତି ଭାରତ

ମା’ ସମଲେଶ୍ୱରୀଙ୍କ ପାଇଁ ସମଲେଇ

ଭୁବନେଶ୍ୱର: କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ମା ସମଲେଇ । ମା ଙ୍କ ପବିତ୍ର ପୀଠ ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ନବରାତ୍ରୀ, ଦଶହରା, ନୂଆଖାଇ ଓ ଗୁରୁତ୍ୱପୂର୍ଣ୍ଣ

ଡାକ୍ତରଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ଗୋଲ୍

କଟକ: ଟ୍ୱିନ ସିଟିରେ କାୟା ବିସ୍ତାର କରୁଛି ସାଇବର ଠକେଇ | ଡାକ୍ତରଙ୍କ ଆକାଉଣ୍ଟରୁ ପଇସା ଗୋଲ କରିଦେଲେ ସାଇବର ଠକ | କଟକରୁ ଆସିଛି ଏଭଳି ଏକ ସାଙ୍ଘାତିକ ଅଭିଯୋଗ । ଆଉ ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର | ଡା. ସନାତନ ମହାନ୍ତିଙ୍କ ନିକଟରୁ ସାଇବର ଲୁଟେରା ଲୁଟି ନେଇଛନ୍ତି ୭୭ ଲକ୍ଷ

ବେଳାଭୂମି ସୁରକ୍ଷା ପାଇଁ ଗବେଷଣା କେନ୍ଦ୍ର

ଭୁବନେଶ୍ୱର: ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର | ଭୁବନେଶ୍ୱର ସ୍ଥିତ ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟରେ ସେଣ୍ଟର୍‌ ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ

ଖସିଗଲେ ଘରକୁ ଯିବ ଲଭ୍ ଲେଟର୍

ଭୁବନେଶ୍ୱର: ଏଥର ନିୟମ ଭାଙ୍ଗିଲେ ଅମାନିଆ ଗାଡି ଚାଳକଙ୍କ ପାଖକୁ ଯିବ ପୋଲିସର ଲଭ୍ ଲେଟର୍ । ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ସବୁ କିଛି ରେକର୍ଡ କରୁଛି ସିସିଟିଭି । ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଲଭ୍ ଲେଟର୍ ଅର୍ଥାତ ଚାଲାଣ । ଆମ ଲଭ୍‌ ଲେଟରକୁ ଅପେକ୍ଷା କରନ୍ତୁ

ବିଧାନସଭା ଜଗିବେ ୩୦ ପ୍ଲାଟୁନ୍ ପୋଲିସ୍‌

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ | ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ସେନେଇ ଏହି ବୈଠକରେ ଆଲୋଚନା

ଏଥର ରହିବ ପ୍ରଶ୍ନକାଳ ଓ ଶୁନ୍ୟକାଳ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ | ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ସେନେଇ ଏହି ବୈଠକରେ ଆଲୋଚନା

ବଜେଟ୍ ପୂର୍ବରୁ ୩ ରାଜନୈତିକ ଦଳର ରଣନୀତି ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ |ଏଥିପାଇଁ ୩ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ |ଆଜି ଅପରାହ୍ନ ସାଢେ ୫ଟାରେ ବିଜେଡି ବିଧାୟକଙ୍କ ଦ୍ୱାରା ଦଳୀୟ ବୈଠକ ବସିବ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ