Odia News Portal
Browsing Tag

political news odisha

ଚାଷୀଙ୍କ ହକ୍ ପାଇଁ ରାସ୍ତାରେ ବିଜେଡି

ଚାଷୀଙ୍କ ବିରୋଧରେ କେନ୍ଦ୍ର କରିଛି ଷଡ଼ଯନ୍ତ୍ର । କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆରପାର ଲଢେଇ କରୁଛି ବିଜେଡି । ଆଜି ରାଜ୍ୟର ସମସ୍ତ ପଞ୍ଚାୟତରେ ବିଜେଡି ଚାଷୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ କରିବ । ଗାଁ ଗାଁରେ କେନ୍ଦ୍ରକୁ ହକ୍ ମାଗିବେ ଚାଷୀ । କେନ୍ଦ୍ର ବଜେଟରେ ଧାନ…

ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି

ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ…

ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ

ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ…

କେନ୍ଦ୍ର ୫ କେଜି ଚାଉଳ ବନ୍ଦକୁ ନେଇ ୩ଦିନ ପ୍ରତିବାଦ କରିବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ପ୍ରତିବାଦ କରିବ ବିଜେଡି। ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ। ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ବଜେଟରେ କମ…

କେନ୍ଦୁଝର ବାସୀଙ୍କୁ ୪,୭୦୩ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିଛନ୍ତି । ୩୮୧ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ନିର୍ମିତ ହୋଇଛି । ଲୋକାର୍ପଣ ଅବସରରେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ…

ଚାଉଳ ବନ୍ଦ ହେବାକୁ ନେଇ ଆନ୍ଦୋଳନ କରିବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିବ ବିଜେଡି । ୧୪,୧୫,୧୬ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ । ପ୍ରେସମିଟ୍ କରି ଶାସକ ବିଜେଡି ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ…

କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍

ଅବସର ଗ୍ରହଣ କରିବାର ୬ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅବଦୁଲ୍ ନାଜିରଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ନେଇ କଂଗ୍ରେସ ତୀବ୍ର ଆପତ୍ତି ଉଠାଇଛି। ଏଭଳି ନିଯୁକ୍ତି ବିରୋଧରେ ଦିବଂଗତ ବିଜେପି ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏକ…

ଦିଲ୍ଲୀ ମେୟର ନିର୍ବାଚନ: କେଜ୍ରିୱାଲ ସରକାର, ଏମସିଡି ତରଫରୁ ୧୬ ଫେବୃଆରୀରେ ବସିବ ବୈଠକ

‘ଆପ୍’ ଓ ‘ବିଜେପି’ ମଧ୍ୟରେ ବାଦବିବାଦ ଯୋଗୁଁ ୩ ଥର ବିଫଳ ହୋଇଥିବା ଦିଲ୍ଲୀ ମେୟର୍ ନିର୍ବାଚନ ନିମନ୍ତେ ଆଗାମୀ ୧୬ ଫେବୃଆରୀ, ଗୁରୁବାର ଦିନ ଦିଲ୍ଲୀ ନଗର ନିଗମର ବୈଠକ ବସିବ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।ଫେବ୍ରୁଆରି ୧୬ ତାରିଖ, ଗୁରୁବାର ଦିନ ମେୟର୍ ନିର୍ବାଚନ କରାଇବା ଲାଗି…

ଆସନ୍ତା ୧୯ରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସମ୍ମିଳନୀ ଆୟୋଜିତ ହେବ । ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯିବେ ବୋଲି ସୂଚନା ମିଳିଛି । ପଦ୍ମପୁର ଉପନିର୍ବାଚନ ବେଳେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ପାଳନ କରିବା ଦିଗରେ ପଦକ୍ଷେପ ନିଆଯିବ । ବିଶେଷ…

ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କ ଇସ୍ତଫା, ବିଶ୍ୱ ଭୂଷଣଙ୍କୁ ଛତିଶଗଡ଼…

ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କ ଅଦଳବଦଳ କରିଛନ୍ତି କେନ୍ଦ୍ର ସରକାର । ୧୨ଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଛଡ଼ା ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନୂଆ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଏବଂ ଲଦାଖ…