ବିଜେଡିରେ ମିଶିଲେ ବିଜେପି ନେତା
ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି ବିଜେଡି । ବଢ଼ୁଛି ବିଜେଡି ସୁପ୍ରିମୋଙ୍କ ଲୋକ ପ୍ରିୟତା । ବିରୋଧୀମାନେ ଦଳ ଛାଡ଼ି ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛନ୍ତି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି ।!-->…