ସ୍ୱର୍ଣ୍ଣ ମନ୍ଦିରରେ ସିଦ୍ଧୁ
ଅମୃତସର: ପଞ୍ଜାବର କଂଗ୍ରେସ ପିସିସି ସଭାପତି ହେବା ପରେ ଆକ୍ସନ ମୁଡରେ ସିଦ୍ଧୁ । ଦଳକୁ ମଜବୁତ କରିବା ସହ ତୃଣମୂଳ ସ୍ତରର ନେତାଙ୍କ ସହ ମିଶି ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି । ତେବେ ପଞ୍ଜାବ ରାଜନୀତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନବନିଯୁକ୍ତ କଂଗ୍ରେସ!-->…