Odia News Portal
Browsing Tag

politics

ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ତେବେ କେବଳ ତୈଳ ଦର କାହିଁକି ଅନ୍ୟ ସାମଗ୍ରୀ ମଧ୍ୟ ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ଉପରେ ପଡ଼ୁଛି ପ୍ରଭାବ । ହାଣ୍ଡିଶାଳରେ ଏବେ ମହଙ୍ଗା ମାଡ଼ ହୋଇଛି । ତେବେ ବାରମ୍ବାର ପ୍ରତିବାଦ ସତ୍ତେ୍ୱ ଏଦିଗରେ…

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ ଭାବେ ହେଉନି: ବିଜେଡି

ଭୁବନେଶ୍ୱର: ବିଜେପି ସରକାଙ୍କ ଉପରେ ବର୍ଷିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଠିକ ଭାବେ ହେଉ ନଥିବା କୁହାଯାଇଛି । ଦର ବୃଦ୍ଧି ଯନ୍ତ୍ରଣାଦାୟକ,…

ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର । ପ୍ରେସ ବିବୃତି ଜରିଆରେ ପ୍ରଥମ ଥର ମନ୍ତ୍ରୀ ମୁହଁ ଖୋଲିଛନ୍ତି । ‘ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ,…

ନଭେମ୍ବର ୬ରେ ବିଜେଡିରେ ମିଶିବେ ପ୍ରଦୀପ ମାଝୀ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ ସେ ବିଜେଡିରେ ଯୋଗ ଦେଉଥିବା ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ । ଏହି ମିଶ୍ରଣ ପର୍ବ…

ବିଜେପିକୁ ବାଏ ବାଏ, ବିଜେଡିରେ ବିଶ୍ୱ

ଭୁବନେଶ୍ୱର: କିଛିଦିନ ତଳେ ବିଜେପିକୁ ବାଏ ବାଏ କହିଥିବା ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ବିଜେପିର ତୁଙ୍ଗ ନେତୃ ମଣ୍ଡଳୀ ଏବେ ବିଜେଡି ମୁହାଁ ହୋଇଛନ୍ତି । ବିଶ୍ୱଙ୍କ ସହ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ…

ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବି, ଜାଣନ୍ତୁ କାହିଁକି ଏମିତି କହିଲେ ନରସିଂହ

ବଲାଙ୍ଗୀର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି କି ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବ । ଆଜି ଝରଣୀ ଗାଁକୁ ଯାଇ ମମିତାଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ମମିତାଙ୍କ ମାଆ ମୋତେ ଲଢିବା ପାଇଁ…

ଆସନ୍ତାକାଲି ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ୱର: ଆସନ୍ତା କାଲି ଜାତୀୟ କଂଗ୍ରେସ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁକୁ ଗସ୍ତ କରି ମମତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ସେଠାରୁ ଫେରିବା…

ନୂଆ ଦଳ ଗଠନ କରି ନିର୍ବାଚନ ଲଢ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ

ଚଣ୍ଡିଗଡ଼: ପଞ୍ଜାବ ରାଜନୀତି ଦିନକୁ ଦିନ ନୂଆ ମୋଡ଼ ନେଉଛି । ଘଡ଼ିକେ ଏଠାରେ ଘୋଡ଼ା ଛୁଟୁଛି । ତେବେ ଦୀର୍ଘଦିନରୁ ଯେଉଁ ଚର୍ଚ୍ଚା ହେଉଥିଲା ଆଜି ଶେଷରେ ତାହା ସତ ହୋଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ପଞ୍ଜାବର ରାଜନୀତିରେ ଏକ ବଡ ଧମାକା କରିଛନ୍ତି।…

ମୋଦି ସରକାରଙ୍କୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ବେଶ ସକ୍ରିୟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ସେ ଘେରଉଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା…

ରାୟପୁରରେ ଅଛନ୍ତିକି ଦିବ୍ୟଶଙ୍କର, ଖୁବଶୀଘ୍ର ହୋଇପାରନ୍ତି ଜେରା

ଭୁବନେଶ୍ୱର: ମମିତା ହତ୍ୟା ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିବା ସହ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଛି । ବିରୋଧୀମାନେ ଘନଘନ ପ୍ରେସମିଟ୍ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି । ତେବେ ଖୁବଶୀଘ୍ର ମନ୍ତ୍ରୀଙ୍କୁ ଜେରା କରିପାରେ…