Odia News Portal
Browsing Tag

pradeep majhi

ଆସନ୍ତାକାଲି ବିଜେଡିରେ ଯୋଗଦେବେ ପ୍ରଦୀପ ମାଝି

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝି ଆସନ୍ତାକାଲି ବିଜେଡିରେ ଯୋଗଦେବେ । ନବରଙ୍ଗପୁର ଜିଲ୍ଲାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗଦେବେ । …

ନଭେମ୍ବର ୬ରେ ବିଜେଡିରେ ମିଶିବେ ପ୍ରଦୀପ ମାଝୀ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ ସେ ବିଜେଡିରେ ଯୋଗ ଦେଉଥିବା ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ । ଏହି ମିଶ୍ରଣ ପର୍ବ…

ନବୀନ ବାବୁଙ୍କ ହାତ ମୁଠାକୁ ଆମେ ଟାଣ କରିବୁ: ପ୍ରଦୀପ ମାଝୀ

କୋରାପୁଟ: ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ଆଜି ପ୍ରେମସମିଟରେ ଏଭଳି ସୂଚନା ଦେଇଛନ୍ତି ପ୍ରଦୀପ । ଶକ୍ତି ପ୍ରଦର୍ଶନ କରିବା ସହ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଉନ୍ନତି ଲାଗି ସେ ବିଜେଡିରେ ସାମିଲ ହେବେ । ପ୍ରେସମିଟ ମାଧ୍ୟମରେ ସେ…

କଂଗ୍ରେସ ଛାଡ଼ିଲେ, ବିଜେଡିରେ ମିଶିବେ

ଭୁବନେଶ୍ୱର: ଆଦିବାସୀ ନେତାଭାବେ ରାଜ୍ୟରେ ପରିଚିତ ଚେହେରା ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିକଟରେ କଂଗ୍ରେସ ଛାଡ଼ିଛନ୍ତି । ତେବେ ସେ ଖୁବଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେବେ ବୋଲି…

ପ୍ରଦୀପ ମାଝୀଙ୍କ ଇସ୍ତଫାକୁ ନେଇ ତାରାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଜଣାଶୁଣା ଆଦିବାସୀ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳରେ ତେଜୁଛି ରାଜନୀତି । ସାଥୀ ରାଜନେତାମାନେ ଏବେ ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ସୁରଙ୍କ ପରେ ପ୍ରଦୀପଙ୍କୁ ଟାର୍ଗେଟ କରିଛନ୍ତି ତାରା । ସେ କହିଛନ୍ତି କି, ଦଳର ଗ୍ରହ…

ପ୍ରଦୀପ ମାଝୀ ଦଳ ଛାଡ଼ିବାକୁ ନେଇ ଏମିତି କହିଲେ ସୁର

ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡ଼ିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସୁର ରାଉତରାୟ । ସେ କହିଛନ୍ତି ଯାହାର ମନ ସ୍ଥିର ନାହିଁ ଯାହାର ପାଓ୍ୱାର ଦରକାର ଯାହାର ଟଙ୍କା ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ…

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ, ଜାଣନ୍ତୁ କାହିଁକି ଇସ୍ତଫା ଦେଲେ

ଭୁବନେଶ୍ୱର: ଦୀର୍ଘଦିନ ହେବ ଯେଉଁ ଚର୍ଚ୍ଚା ହେଉଥିଲା ଆଜି ଶେଷରେ ତାହା ସତ ହୋଇଛି । କଂଗ୍ରେସର ଟାଣୁଆ ନେତା ପ୍ରଦୀପ ମାଝୀ ଶେଷରେ ଦଳ ଛାଡ଼ିଛନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ଦଳରୁ ଇସ୍ତଫା ଦେବେ ବୋଲି ବେଶ୍…

ବିଜେଡିରେ ମିଶିବେ କି ପ୍ରଦୀପ?

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ବିଜେଡ଼ିରେ ସାମିଲ ହେବେ କଂଗ୍ରେସ ନେତା ପ୍ରଦୀପ ମାଝି । ବିଜେଡିରୁ ରାଜ୍ୟସଭା ଯିବେ ପ୍ରଦୀପ । ବିଜେଡିର ପାୱାରଫୁଲ ନେତାଙ୍କ ସହ ହୋଇସାରିଛି ଆଲୋଚନା । ଏଭଳି କଥାକୁ ନେଇ ଏବେ ସବୁଠି ହେଉଛି ଚର୍ଚ୍ଚା । ପାନ ଦୋକାନରୁ ଆରମ୍ଭ କରି ଅଫିସ ସବୁଠି ଚର୍ଚ୍ଚା…

୩୦୦କୋଟି ଟଙ୍କାର ଦୁର୍ନୀତି କରାଯାଇଛି

ଭୁବନେଶ୍ୱର() କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ଏହାରି ଭିତରେ ଶ୍ରମିକଙ୍କ ପାଇଁ କୋଭିଡ କିଟ୍ସ କିଣାରେ ବଡ଼ ଦୁର୍ନୀତି କରାଯାଇଥିବା ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ…

ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି: ପ୍ରଦୀପ ମାଝୀ

ଭୁବନେଶ୍ୱର () ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି । ଧୈର୍ୟ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି । ପିସିସି ସଭାପତିଙ୍କ ଜରିଆରେ ଏଆଇସିସିଙ୍କୁ ଏଭିଳି ଏକ୍ସପ୍ଲାନେସନ ପ୍ରଦୀପ ମାଝୀ ଦେଇଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଶୁକ୍ରବାର ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ…