Odia News Portal
Browsing Tag

president-ram-nath-kovind

ପବିତ୍ର ଉତ୍କଳ ଦିବସରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ବର: ଆଜି ପବିତ୍ର ଉତ୍କଳ ଦିବସ । ଓଡିଶା ପାଇଁ ଆଜିର ଦିନ ବେଶ୍ ଅବିସ୍ମରଣୀୟ ।ଆଜିର ଦିନରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଏପ୍ରିଲ ୧, ୧୯୩୬ ମସିହାରେ ଅସ୍ତିତ୍ବ ପାଇଥିବା ଓଡିଶାର ଏହି ପବିତ୍ର ଦିବସକୁ ମନେ ପକାଇଛନ୍ତି ସମ୍ପୂର୍ଣ୍ଣ…

ଟିକା ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଆଜି ଟିକା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀର ଆର.ଆର୍ ହସ୍ପିଟାଲରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି । ରାଷ୍ଟ୍ରପତିଙ୍କ ସରକାରୀ ଆକାଉଣ୍ଟ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇ…

ଦେଶବାସୀଙ୍କୁ ପବିତ୍ର ବଡ଼ଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ…

ଆଜି ପବିତ୍ର ବଡ଼ଦିନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ରାଜ୍ୟରେ ପାଳନ ହୋଇଛି ବଡ଼ଦିନ । ତେବେ ଚଳିତ ବର୍ଷ କରୋନା ପାଇଁ ଚର୍ଚ୍ଚରେ ଏକାଠି ହେବେନି ଖ୍ରୀଷ୍ଟଧର୍ମାମ୍ବଲମ୍ବୀ । କିନ୍ତୁ ଘରେ ରହି ଖ୍ରୀଷ୍ଟ ଧର୍ମୀ…

ସଂସଦରେ ମହାନଦୀ ପ୍ରଦୂଷଣମୁକ୍ତ ପ୍ରସଙ୍ଗ ଉଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ()  ଆଜି ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିବା ସମୟରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଦେଶ ବଦଳୁଛି । ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ ହେବା ଏହା ଦର୍ଶାଉଛି । ସମସ୍ତଙ୍କ ବିକାଶର ଲକ୍ଷ୍ୟ ନେଇ କାମ କରୁଛନ୍ତି ସରକାର ।…