Odia News Portal
Browsing Tag

Pulwama terror attack

ମନେ ପଡ଼ନ୍ତି ବୀର ଯବାନ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣକୁ ପୁରିଛି ୪ ବର୍ଷ । ସାରା ଦେଶ ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ୧୪ ଫେବୃଆରୀ ୨୦୧୯ । ମନରୁ ଲିଭିନି ସେଇ କରାଳ କାଳିମାର ଦିନ । ପ୍ରତିବର୍ଷ ଭଳି ସେଦିନ ବି…

ପୁଲ୍ଓ୍ଵାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାର ରହସ୍ୟର ପର୍ଦ୍ଦାଫାସ୍ କରିବାର ନିକଟତର ହେଲାଣି ତଦନ୍ତକାରୀ ସଂସ୍ଥା ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ)। ଏହି ବ୍ୟାପକ ଆକ୍ରମଣ ଅଭିଯାନରେ ସ୍ଥାନୀୟ ସହଯୋଗୀ ଆଦିଲ୍ ଅହମଦ୍ ଦରଙ୍କ ସମେତ ଜୈଶ୍-ଏ-ମହମ୍ମଦର ଚାରି କିମ୍ବା ପାଞ୍ଚ ଜଣ…

ସହିଦଙ୍କ ପାଇଁ ବିମାନ ବନ୍ଦର ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା

ସହିଦଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମରଶରୀରକୁ ଭୁବନେଶ୍ୱର ଅଣାଯାଉଛି । ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିମାନବନ୍ଦର ପରିସରରେ ଭିଡ ମଧ୍ୟ ରହିଛି । ରାଜନେତାଠାରୁ…

‘ମୋଷ୍ଟ ଫେଭର୍ଡ ନେସନ୍’ ତାଲିକାରୁ ବାଦ୍ ପଡ଼ିଲା ପାକିସ୍ତାନ

ପାକିସ୍ଥାନର ଅଘୋଷିତ ସମର୍ଥନରେ ଚାଲୁଥିବା ଆତଙ୍କୀ ସଂଗଠନର ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୩୭ ଜଣ ସିଆରପିଏଫ୍ ଯବାନ ସହିଦ ହେବାର କିଛି ଘଣ୍ଟା ପରେ ଭାରତ ସରକାର ପାକିସ୍ତାନକୁ ‘ମୋଷ୍ଟ ଫେଭର୍ଡ ନେସନ୍’ ତାଲିକାରୁ ବାଦ୍ ଦେଇଛନ୍ତି। ଆଜି ସରକାରଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଅରୁଣ ଜେଟଲୀ…